Home Bibles ☰ Books ଯିରିମିୟ 25:19 · ଓଡ଼ିଆ ବାଇବେଲ
ଯିରିମିୟ 25:19 · ଓଡ଼ିଆ ବାଇବେଲ

ମୁଁ ମଧ୍ଯ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସହେି କୋରଧରୂପୀ ପାତ୍ରରୁ ପାନ କରାଇଲି।

Cross references

ଯିରିମିୟ 43:9

ହେ ଯିରିମିୟ, ତୁମ୍ଭେ କେତଗେୁଡ଼ିଏ ବୃହତ୍ ପ୍ରସ୍ତର ନଇେ ତଫନଦେଶ ରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତ ରେ ଯିହୁଦାର ଲୋକମାନଙ୍କ ସାକ୍ଷାତ ରେ ଲୁଚାଇ ରଖ।

ଯିରିମିୟ 43:12

ନବୂଖଦନିତ୍ସର ମିଶର ଦେଶସ୍ଥ ସମସ୍ତ ଦବୋଳଯ ରେ ଅଗ୍ନି ସଂୟୋଗ କରିବ। ସେ ସଗେୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନଇୟିବେ। ପୁଣି ମଷେପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସହେିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶର ରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।

ଯିରିମିୟ 43:13

ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।

ଯିରିମିୟ 46:2

ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।

ଯିରିମିୟ 46:13

ବାବିଲର ରାଜା ନବୂଖଦନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ଯଦବକ୍ତା ଯିରିମିୟଙ୍କୁ କହିଲେ,

ଯିହିଜିକଲ 29:1

ଦଶମ ବର୍ଷର ଦଶମ ମାସର ଦ୍ବାଦଶ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 29:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧ ରେ ଓ ସମୁଦାଯ ମିଶର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।

ନାହୂମ 3:8

ହେ ନୀନିବୀ, ତୁମ୍ଭେ କ'ଣ ନୀଳନଦୀ ଉପ ରେ ଅବସ୍ଥିତ ନୋ-ଆମାନେ ଠାରୁ ଭଲ ରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲ ରେ ନାହିଁ। ନୋ-ଆମାନେ ଗ୍ଭରିପାଖ ରେ ଜଳ ଥିଲା। ନୋ-ଆମାନେ ନିଜକୁ ରକ୍ଷା କରିବାକୁ ସହେି ଜଳକୁ ବ୍ଯବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା।

Interlinear

Choose Theme