Home Bibles ଦିତୀୟ ବିବରଣ 33:26 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 33:26 · ଓଡ଼ିଆ ବାଇବେଲ

ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

Cross references

ଯାତ୍ରା ପୁସ୍ତକ 8:6

ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥି ରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହାଇଗେଲେ।

ଯାତ୍ରା ପୁସ୍ତକ 15:7

ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

ଯାତ୍ରା ପୁସ୍ତକ 15:11

ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

ଦିତୀୟ ବିବରଣ 32:15

କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।

ଦିତୀୟ ବିବରଣ 33:5

ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇଶ୍ରାୟେଲ ବଂଶ ଏକତ୍ର ହବୋ ବେଳେ ସଦାପ୍ରଭୁ ୟିଶକ୍ସ୍ଟ ରକ୍ସ୍ଟଣ ରେ ରାଜାଥିଲେ।

ଗୀତସଂହିତା 18:10

ସଦାପ୍ରଭୁ ସହେି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାଯୁର ଗତିରେ ଉଡ଼ିବାକୁ ଲାଗିଲେ।

ଗୀତସଂହିତା 68:4

ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।

ଗୀତସଂହିତା 68:33

ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।

ଗୀତସଂହିତା 68:34

ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।

ଗୀତସଂହିତା 68:35

ପରମେଶ୍ବର ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇଶ୍ରାୟେଲର ପରମେଶ୍ବର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ଯ ପ୍ରଦାନ କରନ୍ତି। ପରମେଶ୍ବରଙ୍କର ପ୍ରଶଂସା ଗୁଣଗାନ କର।

ଗୀତସଂହିତା 86:8

ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।

ଗୀତସଂହିତା 104:3

ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ।

ଯିଶାଇୟ 19:1

ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।

ଯିଶାଇୟ 40:18

ତବେେ ପରମେଶ୍ବରଙ୍କୁ ତୁମ୍ଭେ କାହା ସହିତ ତୁଳନା କରିପାରିବ ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ ? ନା।

ଯିଶାଇୟ 40:25

ତେଣୁ ସହେି ପବିତ୍ର ସ୍ବରୂପ କୁହନ୍ତି, ଆମ୍ଭେ କ'ଣ କାହା ସହିତ ତୁଳନୀଯ ହାଇପୋରିବା ? କାରଣ କହେି ଆମ୍ଭ ସହିତ ସମାନ ନୁହେଁ।

ଯିଶାଇୟ 43:11

ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ଯତୀତ ତ୍ରାଣକର୍ତ୍ତା କହେି ନାହାନ୍ତି।

ଯିଶାଇୟ 66:8

ଏ ପ୍ରକାର କିଏ ଶୁଣି ଅଛି। ଏ ପ୍ରକାର କିଏ ଦେଖିଅଛି ? ଏକ ଦିନ ରେ କ'ଣ କୌଣସି ଦେଶ ଜନ୍ମ ନବେ ? କୌଣସି ଗୋଷ୍ଠୀକୁ କ'ଣ ଲୋକେ ଏକା ବେଳକେେ ଜନ୍ମ ଦବେେ ? ସିୟୋନ ଗର୍ଭ ବଦନୋ ପାଇଲାମାତ୍ ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା।

ଯିରିମିୟ 10:6

ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।

ହବକକୂକ 3:8

ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

Interlinear

Choose Theme