ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।
Cross references
ମିଶର ରେ ଏକ ମହାରୋଦନ ହବେ। ଯାହା ପୂର୍ବେ ହାଇେ ନାହିଁ କି କବେେ ହବେ ନାହିଁ।
ଭୟ ସହେି ରାଜାମାନଙ୍କୁ ଥରାଇ ଦଲୋ ଓ ସମାନେେ ଭୟରେ ଥରି ଉଠିଲେ।
ସହେିଦିନ ସୈନ୍ଯବାହିନୀ ନୋବ ରେ ଅଟକିବେ। ୟିରୁଶାଲମର ସିଯୋନ ପର୍ବତ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସମାନେେ ପ୍ରସ୍ତୁତ ହବେେ।
ସଦାପ୍ରଭୁ କ୍ରୋଧିତ ହାଇେ ମିଶରୀଯ ସମୁଦ୍ରକୁ ଭାଗ ଭାଗ କରିବେ। ସହେିପରି ଭାବରେ ତାଙ୍କର ପ୍ରବଳ ବାଯୁ ଦ୍ବାରା ଇଉଫ୍ ରଟେିସ ନଦୀ ଉପ ରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ବାରା ସହେି ନଦୀ ସାତଟି କ୍ଷୁଦ୍ର ନଦୀ ରେ ବିଭକ୍ତ ହବେ। ସଗେୁଡ଼ିକର ଗଭୀରତା ହ୍ରାସ ହବେ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦ ରେ ଚାଲି ତାକୁ ଅତିକ୍ରମ କରିବେ।
ଜଣେ ବ୍ଯକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାଯନ କରିବେ। ପାଞ୍ଚଜଣଙ୍କ ଧମକରେ ତୁମ୍ଭମାନେେ ସମସ୍ତେ ପଳାଯନ କରିବ। କବଳେ ତୁମ୍ଭମାନେେ ପର୍ବତର ଶୃଙ୍ଗ ରେ ଏକ ଚିହ୍ନ ସ୍ବରୂପ ଓ ଉପପର୍ବତ ରେ ପତାକାର ଦଣ୍ଡସ୍ବରୂପ ହାଇେ ଅବଶିଷ୍ଟ ରହିବ।
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।
ସଦାପ୍ରଭୁ ଏହା କହିଲେ,
ଆଉ ସମାନଙ୍କେର ଅଶ୍ବଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ୍ଗ ବିନାଶ କରିବ ଓ ସମାନେେ ଭୟଭୀତା ସ୍ତ୍ରୀମାନଙ୍କ ପରି ହବେେ। ସମାନଙ୍କେର ଭଣ୍ଡାରସବୁ ଖଡ୍ଗ ରେ ବିନଷ୍ଟ ହବେ ଓ ସେସବୁ ଲୁଣ୍ଠିତ ହବେ।
ବାବିଲର ସାହାସୀ ୟୋଦ୍ଧାଗଣ ୟୁଦ୍ଧରୁ ଅବସର ନଇେଅଛନ୍ତି। ସମାନେେ ନିଜ ନିଜ ଗଡ଼ ମଧିଅରେ ଅଛନ୍ତି। ସମାନଙ୍କେର ଶକ୍ତି ଦୁର୍ବଳ ହାଇେଅଛି। ସମାନେେ ଭୟଭୀତା ସ୍ତ୍ରୀ ଲୋକମାନଙ୍କ ପରି ହାଇେଛନ୍ତି। ସମାନଙ୍କେର ବାସସ୍ଥାନ ସବୁ ଦଗ୍ଧ ହାଇେଛି ଓ ସମାନଙ୍କେର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହାଇେଅଛି।
ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।
ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।
ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସମାନଙ୍କେ ବିରୁଦ୍ଧ ରେ ଉଠାଇବା ଏବଂ ସହେି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ବାରା ଲୁଟିତ ହବେେ। ତା'ପ ରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମାେତେ ପଠାଇଥିଲେ।
ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।
ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।