Home Bibles ଯିରିମିୟ 43:13 · ଓଡ଼ିଆ ବାଇବେଲ
ଯିରିମିୟ 43:13 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।

Cross references

ଆଦି ପୁସ୍ତକ 41:45

ଫାରୋ ଯୋଷଫଙ୍କେୁ ଏକ ଅନ୍ୟ ନାମ ରେ ନାମିତ କଲେ, ସାଫନତ୍-ପାନହେ ଫାରୋ ଯୋଷଫଙ୍କେୁ ଓନ ନଗର ନିବାସୀ ପୋଟୀଫର ନାମକ ଯାଜକର ଆସନ୍ନତ୍ ନାମ୍ନୀ କନ୍ଯା ସହିତ ବିବାହ ଦେଲେ। ଯୋଷଫେ ସମସ୍ତ ମିଶ ରେ ଦେଶ ମଧ୍ଯଦଇେ ଗଲେ।

ଯିଶାଇୟ 19:1

ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।

ଯିଶାଇୟ 19:18

ସେ ସମୟରେ, ମିଶରର ପାଞ୍ଚଟି ନଗର ରେ ଲୋକ କିଣାନୀଯ ଭାଷା କହିବେ, ସମାନେେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନବେେ। ସହେି ପାଞ୍ଚ ନଗରମାନଙ୍କ ମଧ୍ଯରୁ ଏକ ନଗର, ଉତ୍ପାଟନ ନଗର' ନାମ ରେ ଖ୍ଯାତ ହବେ।

ଯିରିମିୟ 10:11

ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

ଯିରିମିୟ 25:19

ମୁଁ ମଧ୍ଯ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସହେି କୋରଧରୂପୀ ପାତ୍ରରୁ ପାନ କରାଇଲି।

ଯିରିମିୟ 46:25

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ନୋ ଦେଶୀଯ ଅମାନେକୁ, ଫାରୋ, ମିଶର, ତାହାର ଦବଗେଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦବୋ।

ଯିହିଜିକଲ 30:13

ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।

ଯିହିଜିକଲ 30:17

ଆବନେ ଓ ପୀବେଶତର ୟୁବାମାନେ ଖଡ୍ଗ ରେ ନିପାତିତ ହବେେ। ଆଉ ନଗରର ସ୍ତ୍ରୀ ଲୋକମାନେ ବନ୍ଦୀତ୍ବ ସ୍ଥାନକୁ ଯିବେ।

Interlinear

Choose Theme