Home Bibles ☰ Books ଆଦି ପୁସ୍ତକ 37:14 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 37:14 · ଓଡ଼ିଆ ବାଇବେଲ

ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

Cross references

ଆଦି ପୁସ୍ତକ 13:18

ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।

ଆଦି ପୁସ୍ତକ 23:2

ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।

ଆଦି ପୁସ୍ତକ 29:6

ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।

ଆଦି ପୁସ୍ତକ 35:27

ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।

ଆଦି ପୁସ୍ତକ 41:16

ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।

ଆଦି ପୁସ୍ତକ 43:27

ଯୋଷଫେ ସମାନଙ୍କେୁ ସମାନଙ୍କେର ଭଲମନ୍ଦ ବିଷଯ ରେ ପଚାରିଲେ। ତା'ପରେ ଯୋଷଫେ କହିଲେ, ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲ ରେ ବଞ୍ଚିଛନ୍ତି ତ?

ଗଣନା ପୁସ୍ତକ 13:22

ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।

ଯିହୋଶୂୟ 14:13

ଯିହାଶୂେୟ ୟିଫକ୍ସ୍ଟନ୍ନିଙ୍କର ପକ୍ସ୍ଟତ୍ର କାଲେବ୍ଙ୍କକ୍ସ୍ଟ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକକ୍ସ୍ଟ ତାଙ୍କୁ ଦେଲେ।

ଯିହୋଶୂୟ 14:15

ଅତୀତ ରେ ସେ ସହରର ନାମ ଥିଲା କିରିଯଥ-ଅର୍ବ। ଏହି ସହର ଲୋକମାନଙ୍କ ମଧିଅରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନକ୍ସ୍ଟସା ରେ ଏ ଭୂମିର ନାମକରଣ କରାୟାଇଥିଲା।

ପ୍ରଥମ ଶାମୁୟେଲ 17:17

ଦିନେ ୟିଶୀ ନିଜର ପକ୍ସ୍ଟତ୍ର ଦାଉଦଙ୍କକ୍ସ୍ଟ କହିଲା, ସୈନ୍ଯ ଛାଉଣୀ ରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ଯରକ୍ସ୍ଟ ଏକ ଐଫା ଓ ଏହି ଦଶଟା ରୋଟୀ ନଇୟୋଅ।

ପ୍ରଥମ ଶାମୁୟେଲ 17:18

ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।

ପ୍ରଥମ ଶାମୁୟେଲ 17:22

ଦାଉଦ ସାମଗ୍ରୀ ରକ୍ଷକ ହସ୍ତ ରେ, ନିଜର ସାମଗ୍ରୀ ରଖି ସୈନ୍ଯମାନଙ୍କ ମଝିକକ୍ସ୍ଟ ଆସି ନିଜର ଭାଇମାନଙ୍କୁ କକ୍ସ୍ଟଶଳବାର୍ତ୍ତା ପଚାରିଲେ।

ଦିତୀୟ ଶାମୁୟେଲ 18:32

ରାଜା କୂଶୀଯକକ୍ସ୍ଟ ପଚାରିଲେ, ୟକ୍ସ୍ଟବକ ଅବଶା ଲୋମର ମଙ୍ଗଳ ତ?

ପ୍ରଥମ ରାଜାବଳୀ 2:33

ତେଣୁ ସମାନଙ୍କେର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ବର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ଯ ପ୍ରତି।

ଏଷ୍ଟର ବିବରଣ 2:11

ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।

Interlinear

Choose Theme