Home Bibles ☰ Books ପ୍ରଥମ ଶାମୁୟେଲ 17:17 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:17 · ଓଡ଼ିଆ ବାଇବେଲ

ଦିନେ ୟିଶୀ ନିଜର ପକ୍ସ୍ଟତ୍ର ଦାଉଦଙ୍କକ୍ସ୍ଟ କହିଲା, ସୈନ୍ଯ ଛାଉଣୀ ରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ଯରକ୍ସ୍ଟ ଏକ ଐଫା ଓ ଏହି ଦଶଟା ରୋଟୀ ନଇୟୋଅ।

Cross references

ରୂତର ବିବରଣ 2:14

ମଧ୍ଯାହ୍ନ ଭୋଜନ ସମୟରେ, ବୋୟଜ ଋତଙ୍କକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ! ଆମର ରୋଟୀରକ୍ସ୍ଟ କିଛି ଖାଅ। ଆଉ ତୁମ୍ଭେ ରୋଟୀରକ୍ସ୍ଟ କିଛି ଖଣ୍ତ ନଇେ ତାହାକକ୍ସ୍ଟ ଅମ୍ଳରସ ରେ ବକ୍ସ୍ଟଡାଅ।

ପ୍ରଥମ ଶାମୁୟେଲ 25:18

ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।

ଦିତୀୟ ଶାମୁୟେଲ 17:28

ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।

ମାଥିଉଲିଖିତ ସୁସମାଚାର 7:11

ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!

ଲୂକଲିଖିତ ସୁସମାଚାର 11:13

ତୁମ୍ଭମାନେେ ଖରାପ ଲୋକ ହାଇେଥିଲେ ମଧ୍ଯ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭମାନେେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦବେେ।

Interlinear

Choose Theme