ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।
Cross references
ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ।
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।
ସହେି ସ୍ଥାନ ରେ ପୂର୍ବରୁ ଅବ୍ରାମ ଏକ ୟଜ୍ଞବଦେୀ ନିର୍ମାଣ କରିଥିଲେ। ତେଣୁ ସଠାେରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।
ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।
ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।
ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।
ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।
ଯିହାଶୂେୟ ୟିଫକ୍ସ୍ଟନ୍ନିଙ୍କର ପକ୍ସ୍ଟତ୍ର କାଲେବ୍ଙ୍କକ୍ସ୍ଟ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକକ୍ସ୍ଟ ତାଙ୍କୁ ଦେଲେ।
ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ୟିହକ୍ସ୍ଟଦାର କିଛି ଅଂଶ ଦବୋ ପାଇଁ, ପରମେଶ୍ବରଙ୍କ କଥା ଅନକ୍ସ୍ଟସା ରେ ଯିହାଶୂେୟ କାଲବକେକ୍ସ୍ଟ ଦେଶର କିଛି ଅଂଶ ଦେଲେ। ଯିହାଶୂେୟ ତାଙ୍କୁ କିରିଯଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଆନଙ୍କର ପିତା ଥିଲେ।
ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?