Home Bibles ଆଦି ପୁସ୍ତକ 23:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 23:2 · ଓଡ଼ିଆ ବାଇବେଲ

ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।

Cross references

ଆଦି ପୁସ୍ତକ 13:18

ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।

ଆଦି ପୁସ୍ତକ 23:19

ଏହାପରେ ଅବ୍ରହାମ ମକ୍ପଲୋ କ୍ଷେତ୍ରସ୍ଥିତ ଗୁହା ରେ ମମ୍ରିର ପାଶର୍ବ ରେ ହେବ୍ରୋଣ ମଧିଅରେ କିଣାନ ଦେଶ ରେ ନିଜର ସ୍ତ୍ରୀ ସାରାକୁ କବର ଦେଲେ। ସହେିସ୍ଥାନ କିଣାନ ଦେଶସ୍ଥ ଥିଲା।

ଆଦି ପୁସ୍ତକ 24:67

ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

ଆଦି ପୁସ୍ତକ 27:41

ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।

ଆଦି ପୁସ୍ତକ 50:1

ଇଶ୍ରାୟେଲ ମରିୟିବା ପରେ, ଯୋଷଫେ ବହୁତ ଦଃୁଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ।

ଆଦି ପୁସ୍ତକ 50:10

ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।

ଗଣନା ପୁସ୍ତକ 13:22

ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।

ଗଣନା ପୁସ୍ତକ 20:29

ଇଶ୍ରାୟେଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ଯୁ ଜାଣିଲେ। ତେଣୁ ପ୍ରେତ୍ୟକକ ଇଶ୍ରାୟେଲୀୟ ତିରିଶ ଦିନ ପର୍ୟ୍ଯନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।

ଦିତୀୟ ବିବରଣ 34:8

ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।

ଯିହୋଶୂୟ 10:39

ସମାନେେ ଦବୀର ସହରକକ୍ସ୍ଟ ନିଜର କରଗତ କଲେ, ତାହାର ରାଜାଙ୍କକ୍ସ୍ଟ ମଧ୍ଯ କରଗତ କଲେ। ଏବଂ ତା'ର ନିକଟରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଏବଂ ସେ ସହରକକ୍ସ୍ଟ ଧ୍ବଂସ କରି ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ସମାନେେ ହିବ୍ରୋଣ ସହରକକ୍ସ୍ଟ ଓ ଲିବ୍ନା ଓ ଏହାର ରାଜାଙ୍କକ୍ସ୍ଟ କଲାପରି, ଦବୀର ସହରକକ୍ସ୍ଟ ସହେିପରି ଧ୍ବଂସ କଲେ।

ଯିହୋଶୂୟ 14:14

ଏବଂ ସହେି ସହର ଆଜି ପର୍ୟ୍ଯନ୍ତ ସହେି ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବରେ ବଂଶଧରମାନେ ଭୋଗ କରୁଛନ୍ତି। ସମାନେେ ହେଲେ କନିସୀଯ, ଯେଉଁମାନେ କି ହିବ୍ରୋଣକକ୍ସ୍ଟ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ୟ୍ଯନ୍ତ ତାଙ୍କର ଅଧିକା ରେ ଅଛି କାରଣ ସେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସଐୂର୍ଣ ରୂପେ ଅନକ୍ସ୍ଟଗତ ଥିଲେ।

ଯିହୋଶୂୟ 20:7

ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:10

ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 25:1

ଶାମୁୟେଲଙ୍କର ଦହାନ୍େତ ହେଲା। ସମସ୍ତ ଇଶ୍ରାୟେଲୀୟବାସୀ ଏକତ୍ର ହାଇେ ଶାମୁୟେଲଙ୍କ ମୃତକ୍ସ୍ଟ୍ଯ ରେ ଶାେକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହ ରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 28:3

ଶାମକ୍ସ୍ଟଯଲେ ମରି ୟାଇଥିଲେ, ସମସ୍ତ ଇଶ୍ରାୟେଲୀୟବାସୀ ଶାମୁୟେଲଙ୍କର ମୃତକ୍ସ୍ଟ୍ଯ ପ୍ରତି ଦକ୍ସ୍ଟଃଖର ସହ ସମବଦନୋ ଜଣାଇ ଶାେକ କରି ତାଙ୍କର ନିଜ ସ୍ଥାନ ରାମାଠା ରେ କବର ଦେଉଥିଲେ।

ଦିତୀୟ ଶାମୁୟେଲ 1:12

ସମାନେେ ଦକ୍ସ୍ଟଃଖ ରେ କାନ୍ଦିଲେ ଏବଂ ସମାନେେ ମଧ୍ଯ ଦିନସାରା କିଛି ଖାଇଲେ ନାହିଁ। ସମାନେେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତକ୍ସ୍ଟ୍ଯବରଣ କଲେ ଏବଂ ସଦାପ୍ରଭୁଙ୍କର ବହକ୍ସ୍ଟତ ଇଶ୍ରାୟେଲୀୟ ଲୋକମାନେ ୟକ୍ସ୍ଟଦ୍ଧ ରେ ହତ ହେଲ। ତେଣୁ ସମାନେେ କାନ୍ଦିଲେ ଓ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 1:17

ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନ ପାଇଁ ଦାଉଦ ଏକ ଦକ୍ସ୍ଟଃଖଦ ଗୀତ ଗାଇଲେ।

ଦିତୀୟ ଶାମୁୟେଲ 2:11

ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।

ଦିତୀୟ ଶାମୁୟେଲ 5:3

ତେଣୁ ଇଶ୍ରାୟେଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକକ୍ସ୍ଟ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣ ରେ ସଦାପ୍ରଭୁ ସମ୍ମକ୍ସ୍ଟଖ ରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ ଓ ସମାନେେ ଇଶ୍ରାୟେଲର ରାଜା ରୂପେ ଦାଉଦଙ୍କକ୍ସ୍ଟ ଅଭିଷିକ୍ତ କଲେ।

ଦିତୀୟ ଶାମୁୟେଲ 5:5

ହିବ୍ରୋଣ ରେ, ସେ ୟିହକ୍ସ୍ଟଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ବ କଲେ; ପକ୍ସ୍ଟଣି ସେ ୟିରକ୍ସ୍ଟଶାଲମ ରେ ସମସ୍ତ ଇଶ୍ରାୟେଲ ଓ ୟିହକ୍ସ୍ଟଦା ଉପରେ ତତେିଶ ବର୍ଷ ରାଜତ୍ବ କଲେ।

ପ୍ରଥମ ବଂଶାବଳୀ 6:57

ହାରୋଣର ବଂଶଧରମାନଙ୍କୁ ଦିଆୟାଇଥିବା ଆଶ୍ରଯ ନଗର ସବୁ ହିବ୍ରୋଣ, ଲିବନା, ୟତ୍ତୀର, ଇଷ୍ଟିମାେଯ,

ଦିତୀୟ ବଂଶାବଳୀ 35:25

ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।

ଯିରିମିୟ 22:10

ତୁମ୍ଭମାନେେ ମୃତ ରାଜାଙ୍କ ସକାେଶ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶଯ କ୍ରନ୍ଦନ କର। କାରଣ ସେ ଆଉ ଫରେିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।

ଯିରିମିୟ 22:18

ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।

ଯିହିଜିକଲ 24:16

ହେ ମନୁଷ୍ଯ ପୁତ୍ର, ତୁମ୍ଭର ପ୍ରିଯତମା ପତ୍ନୀକୁ ହଠାତ୍ ନଇୟିବେି। ସେ ମରିୟିବ କିନ୍ତୁ ତୁମ୍ଭେ ତା' ପାଇଁ ଶାେକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ।

ଯୋହନଲିଖିତ ସୁସମାଚାର 11:31

ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।

ଯୋହନଲିଖିତ ସୁସମାଚାର 11:35

ଯୀଶୁ କାନ୍ଦିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:2

କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।

Interlinear

Choose Theme