ଅତୀତ ରେ ସେ ସହରର ନାମ ଥିଲା କିରିଯଥ-ଅର୍ବ। ଏହି ସହର ଲୋକମାନଙ୍କ ମଧିଅରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନକ୍ସ୍ଟସା ରେ ଏ ଭୂମିର ନାମକରଣ କରାୟାଇଥିଲା।
Cross references
ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।
ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ୟିହକ୍ସ୍ଟଦାର କିଛି ଅଂଶ ଦବୋ ପାଇଁ, ପରମେଶ୍ବରଙ୍କ କଥା ଅନକ୍ସ୍ଟସା ରେ ଯିହାଶୂେୟ କାଲବକେକ୍ସ୍ଟ ଦେଶର କିଛି ଅଂଶ ଦେଲେ। ଯିହାଶୂେୟ ତାଙ୍କୁ କିରିଯଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଆନଙ୍କର ପିତା ଥିଲେ।
ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।
କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
ଅତଯବ, ଗ୍ଭଳିଷ ବର୍ଷ ପାଇଁ ସହେି ଭୂମି ଶାନ୍ତି ରେ ରହିଲା। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ ମୃତକ୍ସ୍ଟ୍ଯବରଣ କଲା ପର୍ୟ୍ଯନ୍ତ।
ଏହିପରି ମାୟୋବ ସହେିଦିନ ଇଶ୍ରାୟେଲ ଅଧିନ ରେ ବଶିଭୂତ ହେଲା। ତେଣୁ ଦେଶ ଅଶି ବର୍ଷ ପର୍ୟ୍ଯନ୍ତ ଶାନ୍ତି ରେ ରହିଲା।
ହେ ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃ ଏହିପରି ବିନଷ୍ଠ ହକ୍ସ୍ଟଅନ୍ତକ୍ସ୍ଟ। ମାତ୍ର, ତାଙ୍କର ପ୍ ରମେକାରୀମାନେ ସ୍ବପରାକ୍ରମ ରେ ଗତିକାରି ସୂର୍ୟ୍ଯ ତକ୍ସ୍ଟଲ୍ଯ ହକ୍ସ୍ଟଅନ୍ତକ୍ସ୍ଟ।
ଇଶ୍ରାୟେଲ ଅଧିନ ରେ ରହିବା ପାଇଁ, ମିଦିଯନର ଲୋକମାନେ ବାଧ୍ଯ ହେଲ। ସମାନେେ ଆଉ କିଛି ଅସକ୍ସ୍ଟବିଧା ରେ ପଡିଲେ ନାହିଁ। ତେଣୁ ଗିଦ୍ଦିଯୋନ ବଞ୍ଚିଥିବା ପର୍ୟ୍ଯନ୍ତ ଗ୍ଭଳିଶ ବର୍ଷ ପାଇଁ ଦେଶ ଶାନ୍ତି ରେ ରହିଲା।
ଓ ହିବ୍ରୋଣକକ୍ସ୍ଟ ଦାଉଦ ଆଣିଥିବା ଦ୍ରବ୍ଯ ଏହି ନେତାମାନଙ୍କ ନିକଟକକ୍ସ୍ଟ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକକ୍ସ୍ଟ ପଠାଇଲେ। ଯେଉଁଠା ରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।
ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।
ଯିହୁଦାର ଲୋକମାନଙ୍କ ମଧ୍ଯରୁ କେତକେ କ୍ଷେତ୍ରସ୍ଥ ନଗର ରେ ଅର୍ଥାତ୍ କିରିଯଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗର ରେ, ୟିକବ୍ ସେଲ ଓ ତହିଁର ଗ୍ରାମ ରେ ରହିଲେ।