Home Bibles ପ୍ରଥମ ଶାମୁୟେଲ 17:22 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:22 · ଓଡ଼ିଆ ବାଇବେଲ

ଦାଉଦ ସାମଗ୍ରୀ ରକ୍ଷକ ହସ୍ତ ରେ, ନିଜର ସାମଗ୍ରୀ ରଖି ସୈନ୍ଯମାନଙ୍କ ମଝିକକ୍ସ୍ଟ ଆସି ନିଜର ଭାଇମାନଙ୍କୁ କକ୍ସ୍ଟଶଳବାର୍ତ୍ତା ପଚାରିଲେ।

Cross references

ଆଦି ପୁସ୍ତକ 37:14

ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

ଯାତ୍ରା ପୁସ୍ତକ 18:7

ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।

ବିଚାରକର୍ତାମାନଙ୍କ ବିବରଣ 18:15

ସମାନେେ ମୀଖାର ଗୃହ ପାଖ ରେ ଅଟକି ଗଲେ। ଯେଉଁଠା ରେ ଲବେୀୟ ଲୋକ ଜଣକ ବାସ କରୁଥିଲେ। ସମାନେେ ସହେି ଲବେୀୟ ୟକ୍ସ୍ଟବକକକ୍ସ୍ଟ ପଚାରିଲେ କିପରି ଅଛନ୍ତି ବୋଲି।

ପ୍ରଥମ ଶାମୁୟେଲ 25:5

ଦାଉଦ 10 ଜଣ ୟକ୍ସ୍ଟବକଙ୍କକ୍ସ୍ଟ କହିଲେ ଶକ୍ସ୍ଟଣ, କର୍ମିଲକକ୍ସ୍ଟ ୟାଅ ଓ ନାବଲକକ୍ସ୍ଟ ମାରେ 'ନମସ୍କାର' ଜଣାଅ।

ପ୍ରଥମ ଶାମୁୟେଲ 30:21

ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକକ୍ସ୍ଟ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହତେକ୍ସ୍ଟ ତାଙ୍କ ପେଛ ଆସି ପାରି ନ ଥିଲେ, ସମାନେେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକକ୍ସ୍ଟ ବାହାରି ଆସିଲେ। ଦାଉଦ ସମାନଙ୍କେ ନିକଟକକ୍ସ୍ଟ ୟାଇ ତାଙ୍କର କକ୍ସ୍ଟଶଳବାର୍ତ୍ତା ପଚାରିଲେ।

ଯିଶାଇୟ 10:28

ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।

ମାଥିଉଲିଖିତ ସୁସମାଚାର 10:12

କୌଣସି ଘ ରେ ପ୍ରବେଶ କଲାଭଳେେ ସହେି ପରିବାର ରେ ଲୋକଙ୍କୁ 'ତୁମ୍ଭ ପ୍ରତି ଶାନ୍ତ ହେଉ' ବୋଲି କହି ଆଶୀର୍ବାଦ କର। ଯଦି ସେ ପିବାରର ଲୋକେ ଯୋଗ୍ଯ, ତବେେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତ ରହିବ।

ଲୂକଲିଖିତ ସୁସମାଚାର 10:5

ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'

Interlinear

Choose Theme