ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।
Cross references
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।
ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।
ସମାନେେ ମୀଖାର ଗୃହ ପାଖ ରେ ଅଟକି ଗଲେ। ଯେଉଁଠା ରେ ଲବେୀୟ ଲୋକ ଜଣକ ବାସ କରୁଥିଲେ। ସମାନେେ ସହେି ଲବେୀୟ ୟକ୍ସ୍ଟବକକକ୍ସ୍ଟ ପଚାରିଲେ କିପରି ଅଛନ୍ତି ବୋଲି।
ତା'ପରେ ୟିଶୀ କବଳେ ଦାଉଦଙ୍କକ୍ସ୍ଟ ପଠାଇଲେ ନାହିଁ, ତା ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛଳେି ଓ ଗୋଟିଏ ଗଧ ରେ ବୋଝାଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ।
ଦାଉଦ 10 ଜଣ ୟକ୍ସ୍ଟବକଙ୍କକ୍ସ୍ଟ କହିଲେ ଶକ୍ସ୍ଟଣ, କର୍ମିଲକକ୍ସ୍ଟ ୟାଅ ଓ ନାବଲକକ୍ସ୍ଟ ମାରେ 'ନମସ୍କାର' ଜଣାଅ।
ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକକ୍ସ୍ଟ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହତେକ୍ସ୍ଟ ତାଙ୍କ ପେଛ ଆସି ପାରି ନ ଥିଲେ, ସମାନେେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକକ୍ସ୍ଟ ବାହାରି ଆସିଲେ। ଦାଉଦ ସମାନଙ୍କେ ନିକଟକକ୍ସ୍ଟ ୟାଇ ତାଙ୍କର କକ୍ସ୍ଟଶଳବାର୍ତ୍ତା ପଚାରିଲେ।
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।
ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।
ତୁମ୍ଭେ କ୍ଷୀର ପରି ମାେତେ ଢ଼ାଳି ଦଇେଛ, ତୁମ୍ଭେ ଛନୋ ପରି ମାେତେ ଘୁରାଅ ଏବଂ ଚିପୁଡ଼ି ଦିଅ।
ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।
ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।