Home Bibles ☰ Books ଆଦି ପୁସ୍ତକ 37:13 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 37:13 · ଓଡ଼ିଆ ବାଇବେଲ

ଇଶ୍ରାୟେଲ ଯୋଷଫେକୁ କହିଲେ, ଶିଖିମକୁ ୟାଅ। ତୁମ୍ଭର ଭାଇମାନେ ସଠାେରେ ମେଣ୍ଢା ରଖୁଛନ୍ତି।

Cross references

ଆଦି ପୁସ୍ତକ 22:1

ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

ଆଦି ପୁସ୍ତକ 22:11

କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

ଆଦି ପୁସ୍ତକ 27:1

ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, ହେ ପୁତ୍ର ଏଷୌ! ସେ ଉତ୍ତର ଦେଲେ, ମୁଁ ଏହିଠା ରେ,

ଆଦି ପୁସ୍ତକ 27:18

ଯାକୁବ ତାଙ୍କର ପିତାଙ୍କ ନିକଟକୁ ୟାଇ କହିଲା, ପିତା।

ପ୍ରଥମ ଶାମୁୟେଲ 3:4

ସେତବେେଳେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ ଡାକିଲେ ଓ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ମୁ ଏଠା ରେ ଅଛି।

ପ୍ରଥମ ଶାମୁୟେଲ 3:8

ଏହାପରେ ସଦାପ୍ରଭୁ ପକ୍ସ୍ଟନର୍ବାର ତୃତୀୟଥର ଶାମୁୟେଲଙ୍କୁ ଡାକିଲେ। ତହକ୍ସ୍ଟଁ ସେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କହିଲେ, ମୁ ଏଠା ରେ ଅଛି ଆପଣ ମାେତେ ଡାକିଲେ ପରା,

ପ୍ରଥମ ଶାମୁୟେଲ 3:16

ଏଥକ୍ସ୍ଟ, ହେ ମାହେର ପକ୍ସ୍ଟତ୍ର ଶାମକ୍ସ୍ଟଯଲେ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।

ପ୍ରଥମ ଶାମୁୟେଲ 17:17

ଦିନେ ୟିଶୀ ନିଜର ପକ୍ସ୍ଟତ୍ର ଦାଉଦଙ୍କକ୍ସ୍ଟ କହିଲା, ସୈନ୍ଯ ଛାଉଣୀ ରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ଯରକ୍ସ୍ଟ ଏକ ଐଫା ଓ ଏହି ଦଶଟା ରୋଟୀ ନଇୟୋଅ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

ଲୂକଲିଖିତ ସୁସମାଚାର 20:13

ଜମିମାଲିକ କହିଲା, 'ଏବେ ମୁଁ କ'ଣ କରିବି? ମୁଁ ମାେ ପୁଅକୁ ପଠାଇବି। ମୁଁ ମାେ ପୁଅକୁ ଅତ୍ଯଧିକ ଭଲ ପାଏ। ହୁଏତ ମାେ ପୁଅକୁ କୃଷକମାନେ ସମ୍ମାନ ଦଇପୋରନ୍ତି।'

ଏଫିସୀୟଙ୍କ ପ୍ରତି ପତ୍ର 6:1

ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

Interlinear

Choose Theme