ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।
Cross references
ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।
ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।
ପୁଣି ରାଜାଙ୍କ ନିକଟକୁ ୟିବାକୁ ହେଲେ, ପ୍ରେତ୍ୟକକ ୟୁବତୀ ନିମନ୍ତେ ଏହିପରି ନିଯମ ଥିଲା। ସେ ଯେ କୌଣସି ଦ୍ରବ୍ଯ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ୟିବା ସମୟରେ ସାଙ୍ଗ ରେ ନବୋ ନିମନ୍ତେ ତାହାକୁ ଦିଆଗଲା।
ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।