Home Bibles ☰ Books ପ୍ରଥମ ଶାମୁୟେଲ 27:1 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 27:1 · ଓଡ଼ିଆ ବାଇବେଲ

କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।

Cross references

ଯାତ୍ରା ପୁସ୍ତକ 14:12

ଆମ୍ଭମାନେେ କ'ଣ ମିଶର ରେ କହିନଥିଲୁ ଏହିପରି ଘଟିବ ବୋଲି? ମିଶର ରେ ଆମ୍ଭମାନେେ ତୁମ୍ଭକୁ କହିଲୁ, 'ଆମ୍ଭକୁ ବିବ୍ରତ କରନାହିଁ। ଆମ୍ଭକୁ ଏହିଠା ରେ ରହି ମିଶରୀଯମାନଙ୍କର ଦାସ ହବୋକୁ ଦିଅ।' ମରୁଭୂମିରେ ମୃତ୍ଯୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହବେ।

ଗଣନା ପୁସ୍ତକ 14:3

ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗ ରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫରେି ୟିବାଟା ଆମ୍ଭମାନଙ୍କ ପକ୍ଷ ରେ ଭଲ ହୁଅନ୍ତା।

ପ୍ରଥମ ଶାମୁୟେଲ 16:1

ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ପ୍ରଥମ ଶାମୁୟେଲ 16:13

ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ଶାମୁୟେଲ 20:3

କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।

ପ୍ରଥମ ଶାମୁୟେଲ 21:10

ଯାଜକ ଉତ୍ତର ଦେଲେ, ଏଠା ରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିଯାତର ଅଟେ। ଏହାକକ୍ସ୍ଟ ତୁମ୍ଭେ ତାକକ୍ସ୍ଟ ଏଲୀଯ ଉପତ୍ୟକା ରେ ହତ୍ଯା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛ ରେ ବସ୍ତ୍ର ଗକ୍ସ୍ଟଡା ହାଇେ ରଖା ୟାଇଛି। ଏହାକକ୍ସ୍ଟ ତୁମ୍ଭେ ନଇେପାର ଯଦି ତୁମ୍ଭେ ଗ୍ଭହଁ।

ପ୍ରଥମ ଶାମୁୟେଲ 21:11

ସହେିଦିନ ଦାଉଦ ଶାଉଲଙ୍କଠାରକ୍ସ୍ଟ ପଳାଯନ କଲେ। ଦାଉଦ ଗାଥର ରାଜା ଆଖୀଶଙ୍କ ନିକଟକକ୍ସ୍ଟ ପଳାଇଲେ।

ପ୍ରଥମ ଶାମୁୟେଲ 22:5

କିନ୍ତୁ ଭବିଷ୍ଯଦ୍ବକ୍ତା ଗାଦ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ଦକ୍ସ୍ଟର୍ଗ ରେ ରକ୍ସ୍ଟହ ନାହିଁ। ତୁମ୍ଭେ ୟିହକ୍ସ୍ଟଦାକକ୍ସ୍ଟ ୟାଅ। ତେଣୁ ଦାଉଦ ସେସ୍ଥାନ ପରିତ୍ଯାଗ କରି ହରେତ୍ ବଣକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 23:17

ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।

ପ୍ରଥମ ଶାମୁୟେଲ 25:30

ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତୀଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତୀଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇଶ୍ରାୟେଲର ଶାସକ ରୂପେ ନିୟକ୍ସ୍ଟକ୍ତ କରିବେ। ତାହା ଯେତବେେଳେ ସେ ମାରେ ପ୍ରଭକ୍ସ୍ଟ ପ୍ରତି ସଫଳ କରି ଆପଣଙ୍କକ୍ସ୍ଟ ଇଶ୍ରାୟେଲର ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତ କରିବ।

ପ୍ରଥମ ଶାମୁୟେଲ 27:10

ଦାଉଦ ଏହିପରି ପ୍ରେତ୍ୟକକଥର କଲେ, ପ୍ରେତ୍ୟକକ ଥର ଅଖୀଶ ଦାଉଦଙ୍କକ୍ସ୍ଟ ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ ଆଜି କେଉଁଠାକକ୍ସ୍ଟ ଚଢାଉକରିବା ପାଇଁ ଗଲ? ଦାଉଦ କହିଲେ, ଆମ୍ଭେ ୟିହକ୍ସ୍ଟଦାର ଦକ୍ଷିଣାଅଞ୍ଚଳ ଓ ୟିରହମୀଲୀଯଙ୍କ ଦକ୍ଷିଣାଞ୍ଚଳ ଓ କନେୀଯମାନଙ୍କ ଦକ୍ଷିଣାଅଞ୍ଚଳ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲକ୍ସ୍ଟ।

ପ୍ରଥମ ଶାମୁୟେଲ 28:1

କିଛିଦିନ ପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୈସନ୍ଯମାନଙ୍କୁ ଏକତ୍ରୀତ କରୁଥିଲେ। ଅଖୀଶ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ବକ୍ସ୍ଟଝି ପାରକ୍ସ୍ଟଛ କି ଯେ ତୁମ୍ଭେ ଏବଂ ତୁମ୍ଭର ଲୋକମାନେ ନିଶ୍ଚିତ ମାେ ସହିତ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟିବ।

ପ୍ରଥମ ଶାମୁୟେଲ 29:2

ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ଯ ନଇେ କ୍ରମେ କ୍ରମେ ଅଗ୍ରସର ହେଲ। ଦାଉଦ ଏବଂ ତାଙ୍କର ସୈନ୍ଯମାନେ ଅଖୀଶ ସହିତ ପେଛ ପେଛ ଆଗଇେଲେ।

ପ୍ରଥମ ରାଜାବଳୀ 12:26

ୟାରବିଯାମ ନିଜକୁ ନିଜେ ଚିନ୍ତା କଲେ, ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି।

ପ୍ରଥମ ରାଜାବଳୀ 12:28

ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।

Interlinear

Choose Theme