Home Bibles ☰ Books ମାଥିଉଲିଖିତ ସୁସମାଚାର 14:31 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 14:31 · ଓଡ଼ିଆ ବାଇବେଲ

ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖ ରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦହେ କଲ?

Cross references

ଆଦି ପୁସ୍ତକ 22:14

ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।

ଦିତୀୟ ବିବରଣ 32:36

ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

ଗୀତସଂହିତା 138:7

ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।

ଯିଶାଇୟ 63:12

ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?

ମାଥିଉଲିଖିତ ସୁସମାଚାର 6:30

ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?

ମାଥିଉଲିଖିତ ସୁସମାଚାର 8:26

ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

ମାଥିଉଲିଖିତ ସୁସମାଚାର 16:8

ସମାନେେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, ତୁମ୍ଭେ ରୋଟୀ ନଥିବା କଥା କାହିଁକି ତୁମ୍ଭ ଭିତ ରେ କୁହାକୁହି ହେଉଛ? ତୁମ୍ଭର ବିଶ୍ବାସ ଅଳ୍ପ।

ମାଥିଉଲିଖିତ ସୁସମାଚାର 17:20

ଯୀଶୁ କହିଲେ, ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, 'ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,' ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ।

ମାର୍କଲିଖିତ ସୁସମାଚାର 1:31

ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହାବା ରେ ସାହାୟ୍ଯ କଲେ। ତାହାଙ୍କର ଜ୍ବର ଛାଡିଗଲା ଓ ସେ ସୁସ୍ଥ ହାଇଗେଲେ। ତା'ପରେ ସେ ସମାନଙ୍କେର ପରିଚର୍ୟ୍ଯା କରିବାକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 1:41

ସହେି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢଇେ ଲୋକଟିକୁ ଛୁଇଁ ଦେଲେ ଓ କହିଲେ, ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଚାହୁଁଛି, ତୁମ୍ଭେ ସୁସ୍ଥ ହାଇଯୋଅ।

ମାର୍କଲିଖିତ ସୁସମାଚାର 5:41

ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, ଟଲିଥା, କୂମ୍ ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଚାଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା।

ମାର୍କଲିଖିତ ସୁସମାଚାର 11:23

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।

ମାର୍କଲିଖିତ ସୁସମାଚାର 16:7

ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।

Interlinear

Choose Theme