Home Bibles ☰ Books ପ୍ରଥମ ଶାମୁୟେଲ 22:5 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 22:5 · ଓଡ଼ିଆ ବାଇବେଲ

କିନ୍ତୁ ଭବିଷ୍ଯଦ୍ବକ୍ତା ଗାଦ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ଦକ୍ସ୍ଟର୍ଗ ରେ ରକ୍ସ୍ଟହ ନାହିଁ। ତୁମ୍ଭେ ୟିହକ୍ସ୍ଟଦାକକ୍ସ୍ଟ ୟାଅ। ତେଣୁ ଦାଉଦ ସେସ୍ଥାନ ପରିତ୍ଯାଗ କରି ହରେତ୍ ବଣକକ୍ସ୍ଟ ଗଲେ।

Cross references

ଦିତୀୟ ଶାମୁୟେଲ 24:11

ଯେତବେେଳେ ଦାଉଦ ପ୍ରଭାତ ରେ ଶୟ୍ଯା ତ୍ଯାଗ କଲେ ସେତବେେଳେ ଦାଉଦଙ୍କ ଦର୍ଶକ ଗାଦ ଭବିଷ୍ଯଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।

ପ୍ରଥମ ବଂଶାବଳୀ 11:16

ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ଓ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।

ପ୍ରଥମ ବଂଶାବଳୀ 21:9

ଗାଦ ଦାଉଦଙ୍କ ଭବିଷ୍ଯଦବକ୍ତା ଥିଲେ। ସଦାପ୍ରଭୁ ଗାଦଙ୍କୁ କହିଲେ, ୟାଅ ଓ ଦାଉଦଙ୍କୁ କୁହ : ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷଯ ଦେଉଅଛୁ।

ପ୍ରଥମ ବଂଶାବଳୀ 29:29

ରାଜା ଦାଉଦଙ୍କର କୃତ ସମସ୍ତ ବିଷଯ, ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଶାମୁଯଲେ ଭବିଷ୍ଯତବକ୍ତା, ନାଥନ ଭବିଷ୍ଯତବକ୍ତା ଓ ଗାଦ୍ ଭବିଷ୍ଯତବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲଖାୟୋଇଅଛି।

ଦିତୀୟ ବଂଶାବଳୀ 29:25

ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।

Interlinear

Choose Theme