ଆମ୍ଭମାନେେ କ'ଣ ମିଶର ରେ କହିନଥିଲୁ ଏହିପରି ଘଟିବ ବୋଲି? ମିଶର ରେ ଆମ୍ଭମାନେେ ତୁମ୍ଭକୁ କହିଲୁ, 'ଆମ୍ଭକୁ ବିବ୍ରତ କରନାହିଁ। ଆମ୍ଭକୁ ଏହିଠା ରେ ରହି ମିଶରୀଯମାନଙ୍କର ଦାସ ହବୋକୁ ଦିଅ।' ମରୁଭୂମିରେ ମୃତ୍ଯୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହବେ।
Cross references
ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।
ତେଣୁ ସମାନେେ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସମାନଙ୍କେ ହସ୍ତ ରେ ଆମ୍ଭମାନଙ୍କୁ ହତ୍ଯା କରିବା ପାଇଁ ଅସ୍ତ୍ର ରେ ସଜ୍ଜିତ କରିଛ।
ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ୟ୍ଯ କ୍ରିଯାମାନ ଦଖାଇେଥିଲା ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାଁନ୍ତି। ତୁମ୍ଭର ବହୁତ ଦୟାର କାମକୁ ସମାନେେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।
ଇଫ୍ରଯିମ ପ୍ରତିମା ପୂଜା ରେ ଯୋଗ ଦଇେଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି।
ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, ହେ ସଦାପ୍ରଭୁ, ମାେତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମାରେମରିବା ଭଲ ହବେ।
ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ ରପରେମେଶ୍ବର ଉତ୍ତପ୍ତ ପୁନଇେ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ ରେ ପଡି ୟୂନସକୁ ଅତି ଦୁର୍ବଳ କରି ଦଲୋ। ୟୂନସ ପରମେଶ୍ବରଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମାରେ ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।
ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।
ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।
ତା'ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡି ଚାଲିୟିବାକୁ ଅନୁରୋଧ କଲେ।