Home Bibles ପ୍ରଥମ ଶାମୁୟେଲ 27:10 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 27:10 · ଓଡ଼ିଆ ବାଇବେଲ

ଦାଉଦ ଏହିପରି ପ୍ରେତ୍ୟକକଥର କଲେ, ପ୍ରେତ୍ୟକକ ଥର ଅଖୀଶ ଦାଉଦଙ୍କକ୍ସ୍ଟ ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ ଆଜି କେଉଁଠାକକ୍ସ୍ଟ ଚଢାଉକରିବା ପାଇଁ ଗଲ? ଦାଉଦ କହିଲେ, ଆମ୍ଭେ ୟିହକ୍ସ୍ଟଦାର ଦକ୍ଷିଣାଅଞ୍ଚଳ ଓ ୟିରହମୀଲୀଯଙ୍କ ଦକ୍ଷିଣାଞ୍ଚଳ ଓ କନେୀଯମାନଙ୍କ ଦକ୍ଷିଣାଅଞ୍ଚଳ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲକ୍ସ୍ଟ।

Cross references

ଆଦି ପୁସ୍ତକ 27:19

ଯାକୁବ ତାଙ୍କର ପିତାଙ୍କୁ କହିଲା, ମୁଁ ଏଷୌ ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ଯ ଅନୁସାରେ ମୁଁ କରିଛି। ଏବଂ ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମାେତେ ଆଶୀର୍ବାଦ କର।

ଆଦି ପୁସ୍ତକ 27:24

ଇସ୍ହାକ କହିଲେ, ତୁମ୍ଭେ କ'ଣ ମାରେ ପୁତ୍ର ଏଷୌ?

ଗଣନା ପୁସ୍ତକ 24:21

ତହୁଁ ସେ କନେୀଯମାନଙ୍କ ଆଡକୁ ମୁହଁ କରି କହିଲା,

ଯିହୋଶୂୟ 2:4

ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 1:16

କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 4:11

ବର୍ତ୍ତମାନ ହବରେ ନାମକ ଜଣେ ଲୋକ କନେୀଯରକ୍ସ୍ଟ ଥିଲେ। ସେ ଅନ୍ୟ କନେୀଯଙ୍କକ୍ସ୍ଟ ପରିତ୍ଯାଗ କଲେ। ସମାନେେ ହୋବରର ବଂଶଧରଗଣ ଯେ କି ମାଶାରେ ଶ୍ବଶୂର ଥିଲେ। ହବରେ, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କଦେେଶ ପାଖ ରେ ତାଙ୍କର ତମ୍ବୁ ଆଲୋନ୍ ବୃକ୍ଷ ଦ୍ବାରା ସ୍ଥାପନ କଲେ।

ବିଚାରକର୍ତାମାନଙ୍କ ବିବରଣ 5:24

ସ୍ତ୍ରୀ ମାନଙ୍କ ମଧିଅରେ କନେୀଯ ହବରେ ସ୍ତ୍ରୀ ୟାଯେଲ୍ ଧନ୍ଯ ହବେେ। ତମ୍ବୁ ନିବାସିନୀମାନଙ୍କ ମଧିଅରେ ଧନ୍ଯ ହବେେ।

ପ୍ରଥମ ଶାମୁୟେଲ 15:6

ଶାଉଲ କନୋଯମାନଙ୍କୁ କହିଲେ, ୟାଅ, ଅମାଲକେ ଛାଡି ଗ୍ଭଲିୟାଅ। କାରଣ ମୁ ଅମାଲକେୀଯଙ୍କ ସହ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଗ୍ଭ ହେଁ ନାହିଁ। ତୁମ୍ଭମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡି ଆସିବା ବେଳେ ସମାନଙ୍କେୁ ଦୟା ପ୍ରଦର୍ଶନ କରିଥିଲ। ତେଣୁ କନେୀଯମାନେ ଅମାଲକେ ପ୍ରତ୍ଯାବର୍ତ୍ତନ କଲେ।

ପ୍ରଥମ ଶାମୁୟେଲ 21:2

ଦାଉଦ ନୋବକକ୍ସ୍ଟ ଗଲେ। ଯାଜକ ଅହୀମଲକେକକ୍ସ୍ଟ ଦଖାେ କରିବାକୁ ଗଲେ।

ପ୍ରଥମ ଶାମୁୟେଲ 23:27

ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକକ୍ସ୍ଟ ଆସି କହିଲା, ଶ୍ରୀଘ୍ର ଆସନ୍ତକ୍ସ୍ଟ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକକ୍ସ୍ଟ ଆକ୍ରମଣ କଲଣେି।

ପ୍ରଥମ ଶାମୁୟେଲ 30:29

ସେ କେତକଙ୍କେକ୍ସ୍ଟ ରାଖଲ୍ ଓ ୟିରହମଲେୀଯମାନଙ୍କ ସହର କନେିତ୍ ସହର ପଠାଇଲେ।

ଦିତୀୟ ଶାମୁୟେଲ 17:20

ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

ପ୍ରଥମ ବଂଶାବଳୀ 2:9

ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।

ପ୍ରଥମ ବଂଶାବଳୀ 2:25

ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।

ଗୀତସଂହିତା 119:29

ମାେତେ ମିଥ୍ଯା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମାେତେ ତୁମ୍ଭର ବ୍ଯବସ୍ଥା ଶିଖାଅ।

ଗୀତସଂହିତା 119:163

ମୁଁ ମିଥ୍ଯାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ। ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନହେ କରେ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଗାଲାତୀୟଙ୍କ ପ୍ରତି ପତ୍ର 2:11

ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :

ଏଫିସୀୟଙ୍କ ପ୍ରତି ପତ୍ର 4:25

ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।

Interlinear

Choose Theme