Home Bibles ପ୍ରଥମ ଶାମୁୟେଲ 23:17 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 23:17 · ଓଡ଼ିଆ ବାଇବେଲ

ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।

Cross references

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 22:23

ତୁମ୍ଭେ ମାେ ମଙ୍ଗେ ରକ୍ସ୍ଟହ, ଭୟ କରନାହିଁ କାରଣ ଯେ ମାେତେ ମାରିବାକକ୍ସ୍ଟ ଗ୍ଭ ହେଁ, ସେ ତୁମ୍ଭକୁ ମଧ୍ଯ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛି। କିନ୍ତୁ ତୁମ୍ଭେ ମାେ ପାଖ ରେ ସକ୍ସ୍ଟରକ୍ଷିତ ରହିବ।

ପ୍ରଥମ ଶାମୁୟେଲ 24:20

ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।

ପ୍ରଥମ ଶାମୁୟେଲ 24:21

ମାେ ସମ୍ମକ୍ସ୍ଟଖ ରେ ତୁମ୍ଭେ ଏକ ପ୍ରତିଜ୍ଞା କର। ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କର ଯେ ମାରେ ମୃତକ୍ସ୍ଟ୍ଯ ପରେ ମଧ୍ଯ ତୁମ୍ଭେ ମାରେ ବଂଶଧରକକ୍ସ୍ଟ ନିପାତ କରିବ ନାହିଁ ଓ ପ୍ରତିଜ୍ଞା କର ଯେ, ମାରେ ପିତାଙ୍କର ପରିବାରରକ୍ସ୍ଟ ମାରେ ନାମକକ୍ସ୍ଟ ଲୋପ କରିବ ନାହିଁ।

ପ୍ରଥମ ଶାମୁୟେଲ 25:30

ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତୀଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତୀଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇଶ୍ରାୟେଲର ଶାସକ ରୂପେ ନିୟକ୍ସ୍ଟକ୍ତ କରିବେ। ତାହା ଯେତବେେଳେ ସେ ମାରେ ପ୍ରଭକ୍ସ୍ଟ ପ୍ରତି ସଫଳ କରି ଆପଣଙ୍କକ୍ସ୍ଟ ଇଶ୍ରାୟେଲର ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତ କରିବ।

ଆୟୁବ ପୁସ୍ତକ 5:11

ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।

ଗୀତସଂହିତା 27:1

ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ଗୀତସଂହିତା 91:1

ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ହିତୋପଦେଶ 14:26

ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।

ହିତୋପଦେଶ 19:21

ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।

ଯିଶାଇୟ 35:3

ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।

ଯିଶାଇୟ 35:4

ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।

ଯିଶାଇୟ 41:10

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିଶାଇୟ 41:14

ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଯିଶାଇୟ 54:17

ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

ଲୂକଲିଖିତ ସୁସମାଚାର 12:32

ହେ ସାନ ମଷେପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସହେି ସ୍ବର୍ଗ ରାଜ୍ଯ ଦବୋକୁ ଚାହାଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:39

କିନ୍ତୁ ଯଦି ଏହା ପରମେଶ୍ବରଙ୍କଠାରୁ ହାଇେଥାଏ, ତବେେ ତୁମ୍ଭମାନେେ ସମାନଙ୍କେ କାମ ବନ୍ଦ କରିପାରିବନାହିଁ। ତୁମ୍ଭମାନେେ ନିଜକୁ ପରମେଶ୍ବରଙ୍କ ବିରୁଦ୍ଧ ରେ ଲଢ଼ିବାର ଦେଖିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:16

ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

ରୋମୀୟଙ୍କ ପ୍ରତି ପତ୍ର 15:24

ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।

ଏବ୍ରୀ 13:6

ଅତଏବ ଆମ୍ଭେ ନିଃସନ୍ଦହେ ଭାବରେ କହିପାରିବା :

Interlinear

Choose Theme