ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ ? ହେ ଇଶ୍ରାୟେଲ, ତୁମ୍ଭେ କାହିଁକି ଏହା ପ୍ରଚାର କରୁଛ ? ମାରେପଥ, ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମାରେ ବିଚାର ପରମେଶ୍ବରଙ୍କର ଜ୍ଞାନର ଅତୀତ ବୋଲି କହୁଅଛି।'
Cross references
କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।
ପରମେଶ୍ବର ମାେ ପ୍ରତି ଯାହା କରିବାକୁ ଚାହାଁନ୍ତି ତାହା ସେ ନିଶ୍ଚଯ କରିବେ। ତାଙ୍କର ମଧ୍ଯ ମାେ ପ୍ରତି ଅନକେ କିଛି କରିବାକୁ ଯୋଜନା ଥିବ।
ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।
ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।
ମାତ୍ର ମୁଁ କହିଲି, ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତା ରେ ମାରେ ଶକ୍ତି ବ୍ଯଯ କରିଅଛି। ତଥାପି ନିଶ୍ଚଯ ମାରେ ବିଚାର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମାରେ ପରମେଶ୍ବରଙ୍କଠା ରେ ଅଛି।
ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।
ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି। ଯାହା ଠିକ୍, ତାହା ପରମେଶ୍ବର ତାହାଙ୍କ ଲୋକଙ୍କୁ ସ ଦବେଳେେ ଦଇେଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦବୋ ରେ ପରମେଶ୍ବର ଆଦୌ ବିଳମ୍ବ କରିବେ ନାହିଁ।