ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।
Cross references
ଯାଜକ ଉତ୍ତର ଦେଲେ, ଏଠା ରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିଯାତର ଅଟେ। ଏହାକକ୍ସ୍ଟ ତୁମ୍ଭେ ତାକକ୍ସ୍ଟ ଏଲୀଯ ଉପତ୍ୟକା ରେ ହତ୍ଯା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛ ରେ ବସ୍ତ୍ର ଗକ୍ସ୍ଟଡା ହାଇେ ରଖା ୟାଇଛି। ଏହାକକ୍ସ୍ଟ ତୁମ୍ଭେ ନଇେପାର ଯଦି ତୁମ୍ଭେ ଗ୍ଭହଁ।
ସହେିଦିନ ଦାଉଦ ଶାଉଲଙ୍କଠାରକ୍ସ୍ଟ ପଳାଯନ କଲେ। ଦାଉଦ ଗାଥର ରାଜା ଆଖୀଶଙ୍କ ନିକଟକକ୍ସ୍ଟ ପଳାଇଲେ।
ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜ ନିଜର ଖଡ୍ଗ ବାନ୍ଧ, ତେଣୁ ସମାନେେ ନିଜ ନିଜର ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ଯ ନିଜର ଖଡ୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖ ରେ ରହିଲେ।
ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?
ତିନିବର୍ଷ ପରେ ଶିମିଯିର ଦାସମାନଙ୍କ ମଧ୍ଯରୁ ଦୁଇଜଣ ଗାଥୀଯ ରାଜା ମାଖାର ପୁତ୍ର ଅଖୀଶ ନିକଟକୁ ଗଲେ। ଲୋକମାନେ ଶିମିଯିକି ଖବର ଦେଲେ, ଏଠାକୁ ଦେଖ, ତୁମ୍ଭର ଦାସମାନେ ଗାଥ-ନଗର ରେ ଅଛନ୍ତି।