ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?
Cross references
ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।
ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।
ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।
ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?
ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।
ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖ ରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦହେ କଲ?
ସମାନେେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, ତୁମ୍ଭେ ରୋଟୀ ନଥିବା କଥା କାହିଁକି ତୁମ୍ଭ ଭିତ ରେ କୁହାକୁହି ହେଉଛ? ତୁମ୍ଭର ବିଶ୍ବାସ ଅଳ୍ପ।
ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ବିଶ୍ବାସ କେଉଁଆଡେ ଗଲା?
ସମାନେେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କି ଲୋମିଟର ପର୍ୟ୍ଯନ୍ତ ଗଲେ। ତା'ପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଚାଲୁଥିଲେ। ସେ ଡଙ୍ଗା ଆଡକୁ ଆସୁଥିଲେ। ଶିଷ୍ଯମାନେ ଡରି ଗଲେ।