ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।
Cross references
ଏବଂ ନାହାରରେ ରୂମା ନାମ୍ନୀ ଦାସୀଠାରୁ ଟବହେ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।
ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।
ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।
ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।
ଏହୂଦଦ୍ ଯେତବେେଳେ ସିଯୀରା ରେ ପହଁଞ୍ଚିଲେ, ସେ ଇଫ୍ରଯିମ ପର୍ବତମଯ ଦେଶ ରେ ତୂରୀ ବଜାଇଲେ। ଇଶ୍ରାୟେଲ ସନ୍ତାନଗଣ ତୂରୀର ଶଦ୍ଦଶକ୍ସ୍ଟଣି ପର୍ବତରକ୍ସ୍ଟ ଓହ୍ଲାଇ ଆସିଲେ। ଏହୂଦ୍ ସମାନଙ୍କେର ନତେୃତ୍ବ ନେଲେ।
ୟିଲ୍ଗହଙ୍କ ପରେ ଇଶ୍ରାୟେଲ ରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବସନ୍। ସେ ଥିଲେ ବୈଥଲହମେ ସହରର ଲୋକ।
ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।
ସେ ସମୟରେ ଇଶ୍ରାୟେଲ ମଧିଅରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟି ରେ ଯାହା ଭଲ ଲାଗିଲା, ସେ ତାହା କଲା।
ସଠାେରେ ଜମେ ଲବେୀୟ ୟକ୍ସ୍ଟବକ ୟିହକ୍ସ୍ଟଦାର ବୈଥଲହମରେ ଥିଲା। ସେ ୟିହକ୍ସ୍ଟଦାର ପରିବାରବର୍ଗ ରେ ବାସ କରି ଆସକ୍ସ୍ଟଥିଲା।
ସେ ଯେଉଁଠା ରେ ସ୍ଥାନ ପାଇ ପା ରେ, ସଠାେରେ ପ୍ରବାସ କରିବା ନିମନ୍ତେ ସେ ନଗରରକ୍ସ୍ଟ, ଅର୍ଥାତ୍ ବୈଥ୍ଲହେମ୍ ୟିହକ୍ସ୍ଟଦାର ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରଯିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।
ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।
ସହେି ସ୍ଥାନଠାରକ୍ସ୍ଟ 600 ଲୋକ ଇଫ୍ରଯିମ ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲେ। ତା'ପରେ ସମାନେେ ଆସି ମୀଖାର ଘ ରେ ପହଁଞ୍ଚିଲେ।
ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।
ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?
ଦାଉଦ ହିବ୍ରୋଣରକ୍ସ୍ଟ ଯିରୁଶାଲମକୁ ଗଲେ। ସଠାେରେ ସେ ଅନକେ ସ୍ତ୍ରୀମାନଙ୍କୁ ଓ ଅନକେ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସଠାେରେ ତାଙ୍କଠାରକ୍ସ୍ଟ ଅନକେ ପିଲା ଜନ୍ମ ହେଲେ।
ଏହାପରେ ଲୋକମାନେ ଅବଶା ଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶା ଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇଶ୍ରାୟେଲୀୟମାନେ ଏହା ଦେଖିଲେ।
ସଯାୟାବ ରାଜ ଗୃହସର ପ୍ରଲବଶ କରି ରାଜାଙ୍କକ୍ସ୍ଟ କହିଲା, ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣସସଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି,ସଯଉଁମାଲନ ଆଜି ଆପଣଙ୍କର ପକ୍ସ୍ଟତ୍ର, କନ୍ଯା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି।
ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।
ଏଗୁଡିକ ହେଉଛି ବାରଜଣ ଦଶାେଧ୍ଯକ୍ଷଙ୍କ ନାମ:
ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।
ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ।
ରାଜାଙ୍କର ନଫୁସକ ଶାଶ୍ଗସର ତତ୍ତ୍ବାବଧାନ ରେ ଜଣେ କନ୍ଯା ସନ୍ଧ୍ଯା ସମୟରେ ଦ୍ବିତୀୟ ହ ରମଙ୍କେ ନିକଟକୁ ୟିବ ଓ ସକାଳ ରେ ଫରେି ଆସିବ। ଶାଶ୍ଗସ ରାଜାଙ୍କର ତତ୍ତ୍ବାବଧାରକ ଥିଲା।
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।
ତାଙ୍କର ଲୋକମାନେ ୟିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ବରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହାଇେଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ଯ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସହେି ପାତ୍ର ରେ ପାନ କଲେ।
ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।
' ହେ ୟହୂଦା ପ୍ରଦେଶର ବେଥ୍ଲହମେ! ୟହୂଦାର ଶାସକମାନଙ୍କ ଭିତ ରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହବେ ଏବଂ ସହେି ଶାସକ ମାରେ ଲୋକମାନଙ୍କୁ ଇଶ୍ରାୟଲକୁ କଢାଇନବେେ।' ମିଖା5:2