ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ।
Cross references
କିଅବା ରାଜାମାନେ ଅନକେ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ ତବେେ ସେ ବିପଥଗାମୀ ହବେ। ଯେଉଁ ଲୋକ ରାଜା ହବେ, ସେ ଆପଣା ପାଇଁ ଅଧିକ ସକ୍ସ୍ଟନା ଓ ରୂପା ରଖିପାରିବ ନାହିଁ।
ଯେତବେେଳେ ସହେି ଲୋକ ତା'ର ସଐତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧିଅରେ ଜ୍ଯୈଷ୍ଠତାର ଅଧିକାର ସେ ପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଦଇପୋରିବ ନାହିଁ।
ଗିଦ୍ଦିୟୋନଙ୍କର ନିଜର ସତକ୍ସ୍ଟରିଜଣ ସନ୍ତାନ ଥିଲେ। ତାଙ୍କର ବହକ୍ସ୍ଟତ ସନ୍ତାନ ଥିଲେ କାରଣ ତାଙ୍କର ବହକ୍ସ୍ଟତ ପତ୍ନୀ ଥିଲେ।
ଦାଉଦଙ୍କର ଅନକେ ପକ୍ସ୍ଟତ୍ର ହିବ୍ରୋଣ ରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପକ୍ସ୍ଟତ୍ର ଥିଲେ ଅମ୍ନୋନ୍, ୟିଷ୍ରିଯଲେୀଯାର ତାଙ୍କର ସ୍ତ୍ରୀ ଅହୀନୋଯମଠାରକ୍ସ୍ଟ ଜନ୍ମ ହେଲ।
ଦାଉଦ ହିବ୍ରୋଣରକ୍ସ୍ଟ ଯିରୁଶାଲମକୁ ଗଲେ। ସଠାେରେ ସେ ଅନକେ ସ୍ତ୍ରୀମାନଙ୍କୁ ଓ ଅନକେ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସଠାେରେ ତାଙ୍କଠାରକ୍ସ୍ଟ ଅନକେ ପିଲା ଜନ୍ମ ହେଲେ।
ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।
ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :
ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ।
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।