ବିଚାରକର୍ତାମାନଙ୍କ ବିବରଣ 19:2 · ଓଡ଼ିଆ ବାଇବେଲ
କିନ୍ତୁ ସହେି ସ୍ତ୍ରୀ ଜଣଙ୍କ ତାଙ୍କ ସହିତ ତର୍କ କରି ତା'ର ପିତୃ ଗୃହକକ୍ସ୍ଟ ଗ୍ଭଲିଗଲା। ସେ ସଠାେରେ ଗ୍ଭରିମାସ ଧରି ରହିଲେ।
Cross references
ଲେବୀୟ ପୁସ୍ତକ 21:9
ଆଉ କୌଣସି ଯାଜକର କନ୍ଯା ବ୍ଯଭିଚାରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ଯ ଅପବିତ୍ର କରେ। ତେଣୁ ସେ ଅଗ୍ନି ରେ ଦଗ୍ଧ ହବେ।
ଦିତୀୟ ବିବରଣ 22:21
ତବେେ ସମାନେେ ସହେି କନ୍ଯାକକ୍ସ୍ଟ ବାହାର କରି ପିତୃ ଗୃହର ଦ୍ବାର ନିକଟକକ୍ସ୍ଟ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକକ୍ସ୍ଟ ପଥର ଫିଙ୍ଗ ହତ୍ଯା କରିବେ। କାରଣ ପିତୃଗୃହ ରେ ୟୌନକ୍ରିଯା ଜନିତ ପାପ ବ୍ଯଭିଗ୍ଭର କରିବାରକ୍ସ୍ଟ ସେ ଇଶ୍ରାୟେଲ ମଧିଅରେ ଦକ୍ସ୍ଟଷ୍କର୍ମ କଲା। ଏହି ଉପାଯ ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
ଯିହିଜିକଲ 16:28
ତୁମ୍ଭେ ଅତୃପ୍ତ ହବୋରୁ ଅଶୂରୀଯମାନଙ୍କ ସହିତ ବ୍ଯଭିଚାର କରିଥିଲ। ତୁମ୍ଭେ ସମାନଙ୍କେ ସହିତ ବ୍ଯଭିଚାର କଲେ ହେଁ ସନ୍ତୁଷ୍ଟ ହାଇେ ନାହଁ।