ବିଚାରକର୍ତାମାନଙ୍କ ବିବରଣ 17:8 · ଓଡ଼ିଆ ବାଇବେଲ
ସେ ଯେଉଁଠା ରେ ସ୍ଥାନ ପାଇ ପା ରେ, ସଠାେରେ ପ୍ରବାସ କରିବା ନିମନ୍ତେ ସେ ନଗରରକ୍ସ୍ଟ, ଅର୍ଥାତ୍ ବୈଥ୍ଲହେମ୍ ୟିହକ୍ସ୍ଟଦାର ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରଯିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।
Cross references
ଯିହୋଶୂୟ 24:33
ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।
ବିଚାରକର୍ତାମାନଙ୍କ ବିବରଣ 17:11
ଏହାପରେ ସହେି ଲବେୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ୟକ୍ସ୍ଟବା ଲୋକ ତାହାର ଗୋଟିଏ ପକ୍ସ୍ଟତ୍ର ପରି ହେଲା।
ନିହିମିୟା 13:10
ମୁଁ ଜାଣିବାକୁ ପାଇଲି ଯେ, ଲବେୀୟମାନଙ୍କ ଅଂଶ ତାଙ୍କୁ ଦିଆୟାଇ ନଥିଲା। ତେଣୁ ଲବେୀୟମାନେ ଓ ଗାଯକମାନେ ଯେଉଁମାନେ ମନ୍ଦିର ରେ କାର୍ୟ୍ଯ କରୁଥିଲେ ପ୍ରେତ୍ୟକକ ନିଜ ନିଜ ଭୂମିକୁ ଫରେି ୟାଇଥିଲେ।