Home Bibles ବିଚାରକର୍ତାମାନଙ୍କ ବିବରଣ 17:7 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 17:7 · ଓଡ଼ିଆ ବାଇବେଲ

ସଠାେରେ ଜମେ ଲବେୀୟ ୟକ୍ସ୍ଟବକ ୟିହକ୍ସ୍ଟଦାର ବୈଥଲହମରେ ଥିଲା। ସେ ୟିହକ୍ସ୍ଟଦାର ପରିବାରବର୍ଗ ରେ ବାସ କରି ଆସକ୍ସ୍ଟଥିଲା।

Cross references

ଆଦି ପୁସ୍ତକ 35:19

ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।

ଯିହୋଶୂୟ 19:15

କଟତ୍, ନହଲୋଲ୍, ଶିମ୍ରୋଣ, ୟିଦାଲା ଓ ବୈଥ୍ଲହେମ୍ ଗ୍ରାମ ସମତେ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।

ବିଚାରକର୍ତାମାନଙ୍କ ବିବରଣ 12:5

ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍

ବିଚାରକର୍ତାମାନଙ୍କ ବିବରଣ 12:8

ୟିଲ୍ଗହଙ୍କ ପରେ ଇଶ୍ରାୟେଲ ରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବସନ୍। ସେ ଥିଲେ ବୈଥଲହମେ ସହରର ଲୋକ।

ବିଚାରକର୍ତାମାନଙ୍କ ବିବରଣ 19:1

ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।

ରୂତର ବିବରଣ 1:1

ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।

ମୀଖା 5:1

ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।

ମୀଖା 5:2

କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।

ମାଥିଉଲିଖିତ ସୁସମାଚାର 2:1

ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.

ମାଥିଉଲିଖିତ ସୁସମାଚାର 2:5

ସମାନେେ କହିଲେ, ୟିହୂଦା ପ୍ରଦେଶର ବେଥ୍ଲହେିମ ନଗର ରେ। ଭବିଷ୍ଯଦ୍ବକ୍ତା ଶାସ୍ତ୍ର ରେ ଏସଂପର୍କ ରେ ଲେଖିଛନ୍ତି.

Interlinear

Choose Theme