Cross references
ଯିହୋଶୂୟ 19:50
ସଦାପ୍ରଭୁ ନିର୍ଦେଶ ଦଇେଥିଲେ, ଏହିସବୁ ଭୂମି ଦବୋ ପାଇଁ। ତେଣୁ ସମାନେେ ଯିହାଶୂେୟଙ୍କକ୍ସ୍ଟ ଏହିସବୁ ନଗର ଦଇେଥିଲେ। ଇଫ୍ରଯିମ ପର୍ବତମଯ ଦେଶ ରେ ତିମତ୍- ସରହେ। ତେଣୁ ସେ ସଠାେରେ ନଗର ଗଠନକରି ସଠାେରେ ବାସ କଲେ।
ଯିହୋଶୂୟ 24:33
ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।
ବିଚାରକର୍ତାମାନଙ୍କ ବିବରଣ 17:1
ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।
ବିଚାରକର୍ତାମାନଙ୍କ ବିବରଣ 19:1
ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।