Home Bibles ବିଚାରକର୍ତାମାନଙ୍କ ବିବରଣ 18:13 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:13 · ଓଡ଼ିଆ ବାଇବେଲ

ସହେି ସ୍ଥାନଠାରକ୍ସ୍ଟ 600 ଲୋକ ଇଫ୍ରଯିମ ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲେ। ତା'ପରେ ସମାନେେ ଆସି ମୀଖାର ଘ ରେ ପହଁଞ୍ଚିଲେ।

Cross references

ଯିହୋଶୂୟ 24:30

ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।

ଯିହୋଶୂୟ 24:33

ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।

ବିଚାରକର୍ତାମାନଙ୍କ ବିବରଣ 17:1

ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।

ବିଚାରକର୍ତାମାନଙ୍କ ବିବରଣ 18:2

ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।

ବିଚାରକର୍ତାମାନଙ୍କ ବିବରଣ 19:1

ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।

Interlinear

Choose Theme