ବିଚାରକର୍ତାମାନଙ୍କ ବିବରଣ 18:1 · ଓଡ଼ିଆ ବାଇବେଲ
ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।
Cross references
ଯିହୋଶୂୟ 19:40
ଏହାପରେ ଦାନ୍ ପରିବାରବର୍ଗମାନଙ୍କୁ ସଲ୍ଗମ ବାଣ୍ଟ ଉଠିଲା, ସହେି ଭୂମିର ସମସ୍ତ ଭାଗଟି ଦିଆଗଲା।
ବିଚାରକର୍ତାମାନଙ୍କ ବିବରଣ 1:34
ଇ ମାରେୀଯମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କକ୍ସ୍ଟ ପର୍ବତମଯ ଦେଶ ରେ ରହିବାକକ୍ସ୍ଟ ବାଧ୍ଯ କଲେ। ସମାନଙ୍କେୁ ତଳଭୂମିକକ୍ସ୍ଟ ଆସିବାକକ୍ସ୍ଟ ଦେଲେ ନାହିଁ।
ବିଚାରକର୍ତାମାନଙ୍କ ବିବରଣ 17:6
ସେ ସମୟରେ ଇଶ୍ରାୟେଲ ମଧିଅରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟି ରେ ଯାହା ଭଲ ଲାଗିଲା, ସେ ତାହା କଲା।
ବିଚାରକର୍ତାମାନଙ୍କ ବିବରଣ 19:1
ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।
ବିଚାରକର୍ତାମାନଙ୍କ ବିବରଣ 21:25
ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।