ହେ ଯିରିମିୟ, ତୁମ୍ଭେ କେତଗେୁଡ଼ିଏ ବୃହତ୍ ପ୍ରସ୍ତର ନଇେ ତଫନଦେଶ ରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତ ରେ ଯିହୁଦାର ଲୋକମାନଙ୍କ ସାକ୍ଷାତ ରେ ଲୁଚାଇ ରଖ।
Cross references
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସମାନେେ ସମାନଙ୍କେୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବଧ୍ଯ କଲେ। ସମାନଙ୍କେୁ ମଧ୍ଯ ବିଲ ରେ କଠିନ ପରିଶ୍ରମ କରାଇଲେ। ସମାନେେ ପ୍ରେତ୍ୟକକ କ୍ଷେତ୍ର ରେ ସମାନଙ୍କେୁ ଅଧିକ ପରିଶ୍ରମ କରିବାକୁ ବାଧ୍ଯ କଲେ।
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।
ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।
ଅଶୂରର ରାଜା ସର୍ଗୋନାଙ୍କ ପ୍ ରରେିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷ ରେ ୟୁଦ୍ଧ କଲେ।
ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
ମୁଁ ମଧ୍ଯ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସହେି କୋରଧରୂପୀ ପାତ୍ରରୁ ପାନ କରାଇଲି।
ପୁଣି ଏହା ପାଠ କରି ସାରିଲା ପ ରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ଯ ସ୍ଥାନ ରେ ତାହା ପକାଇ ଦବେ।
ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
ତେଣୁ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତବେେଳେ ସମାନେେ ତୁମ୍ଭ ୟିବାର ଦେଖିପାରିବେ। ଯେତବେେଳେ ସମାନେେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହା ହେଲେ ସମାନେେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।
ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭମାନଙ୍କୁ ଏବଂ ସମାନଙ୍କେୁ ବହୁ ଦର୍ଶନ ଦଲେୁ। ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦଲେୁ।