Home Bibles ☰ Books ଯିରିମିୟ 51:63 · ଓଡ଼ିଆ ବାଇବେଲ
ଯିରିମିୟ 51:63 · ଓଡ଼ିଆ ବାଇବେଲ

ପୁଣି ଏହା ପାଠ କରି ସାରିଲା ପ ରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ଯ ସ୍ଥାନ ରେ ତାହା ପକାଇ ଦବେ।

Cross references

ଯିରିମିୟ 13:4

ହେ ଯିରିମିୟ, ତୁମ୍ଭେ କଟି ଦେଶ ରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନଇେ ଫରାତ୍ ନଦୀ ନିକଟକୁ ୟାଇ ସଠାେସ୍ଥିତ ଏକ ପଥର ତଳ ରେ ଲୁଚାଇ ରଖ।

ଯିରିମିୟ 19:10

ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:21

ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :

Interlinear

Choose Theme