ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।
Cross references
ସହେି ସମୟରେ ସଦାପ୍ରଭୁ ଅମାେସଙ୍କ ପୁତ୍ର ଯିଶାଇୟଙ୍କ ଦ୍ବାରା ଏହି କଥା କହିଲେ, ୟାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।' ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ଯପାଦ ହାଇେ ଭ୍ରମଣ କଲେ।
ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
ସମାନେେ ଯଦି ଆମ୍ଭ ସ୍ବର୍ଗୀଯ ସଭା ରେ ଠିଆ ହଇେଥାନ୍ତେ, ତବେେ ସମାନେେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ଯ ଶୁଣାଇ ଥାଆନ୍ତେ। ଆଉ ସମାନେେ ସମାନଙ୍କେୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।
ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
ସଦାପ୍ରଭୁ ଏହି ଜିନିଷ ମାେତେ ଦଖାଇେଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡା ହେଲେ। କାନ୍ଥ ଓଳମ ଦ୍ବାରା ସଳଖ କରାୟାଏ।
ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।