Home Bibles ☰ Books ଯିରିମିୟ 19:1 · ଓଡ଼ିଆ ବାଇବେଲ
ଯିରିମିୟ 19:1 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।

Cross references

ଗଣନା ପୁସ୍ତକ 11:16

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସମାନଙ୍କେୁ ସମାଗମ ତମ୍ବୁ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ଛିଡା ହବୋ ଉଚିତ୍।

ଦିତୀୟ ରାଜାବଳୀ 19:2

ପୁଣି ରାଜଗୃହାଧ୍ଯକ୍ଷ ଇଲିଯାକୀମକୁ, ଲେଖକ ଶିବନ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡାଇ ଆମାେସର ପୁତ୍ର ଭବିଷ୍ଯଦବକ୍ତା ଯିଶାଇୟ ନିକଟକୁ ପଠାଇଲେ।

ପ୍ରଥମ ବଂଶାବଳୀ 24:4

ସାଦୋକ୍ ଓ ଅହୀମଲେକ୍ଙ୍କ ସାହାର୍ୟ୍ଯ ରେ ଏହା କରିଥିଲେ। ସାଦୋକ୍ ଇଲିଯାସରଙ୍କ ବଂଶଧର ଓ ଅହୀମଲେକ୍ ଇଥାମରଙ୍କ ବଂଶଧର ଥିଲେ।

ଯିଶାଇୟ 30:14

ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'

ଯିରିମିୟ 13:1

ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।

ଯିରିମିୟ 18:2

ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।

ଯିରିମିୟ 19:10

ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।

ଯିରିମିୟ 26:17

ସେତବେେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ଯରୁ କହେି କହେି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ।

ଯିରିମିୟ 32:14

ସୈନ୍ଯାଧିପତି ଇଶ୍ରାୟେଲର ପରମେଶ୍ବର କହନ୍ତି, 'ତୁମ୍ଭେ ଏହି ଦୁଇଖଣ୍ଡ କ୍ରଯ ଦଲିଲ ନିଅ, ଗୋଟିଏ ମୁଦି ଦିଆୟାଇଥିବା ଓ ଅନ୍ୟଟି ଖାେଲା ଓ ତାହା ଯେପରି ତୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ର ରେ ରଖ।'

ଯିରିମିୟଙ୍କ ବିଳାପ 4:2

ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସମାନଙ୍କେୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ଯ ଗଣନା କରିଛନ୍ତି।

ଯିହିଜିକଲ 5:1

ହେ ମନୁଷ୍ଯ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ମ ଖଡ୍ଗ ରେ ନିଜର ମସ୍ତକ ଓ ଦାଢ଼ି ଖିଅର ହବେ। ତହୁଁ ନିକିତି ରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗ ରେ ବିଭକ୍ତ କର। ତା'ପ ରେ ଏହାର ଏକ ତୃତୀଯାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲାପ ରେ, ସହେି ବାଳକୁ ସହେି ନଗର ନକସାର ମଝି ରେ ଦଗ୍ଧ କରିବ।

ଯିହିଜିକଲ 8:11

ପୁଣି ସେ ସବୁର ସମ୍ମୁଖ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହାଇେଅଛନ୍ତି ଓ ସମାନଙ୍କେ ମଧ୍ଯ ସ୍ଥାନ ରେ ଶାଫନର ପୁତ୍ର ୟାସନିଯ ଠିଆ ହାଇେଅଛି। ପ୍ରେତ୍ୟକକ ଲୋକ ନିଜ ନିଜ ଧୂପଦାନୀ ହସ୍ତ ରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଉର୍ଦ୍ଧ୍ବକୁ ଉଠୁଅଛି।

Interlinear

Choose Theme