ଅଶୂରର ରାଜା ସର୍ଗୋନାଙ୍କ ପ୍ ରରେିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷ ରେ ୟୁଦ୍ଧ କଲେ।
Cross references
ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।
ଏହିପରି ଭାବରେ ପଲେଷ୍ଟୀୟମାନେ ସମାନଙ୍କେର ପାପ ପାଇଁ ପରମେଶ୍ବରଙ୍କଠା ରେ ସକ୍ସ୍ଟବର୍ଣ୍ଣର ଅବର୍କ୍ସ୍ଟଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକୋର୍ଣ ପାଇଁ ଗୋଟିଏ।
ଅନନ୍ତର ଅଶୂରର ରାଜା ତାଙ୍କ ତିନିଜଣ ମୁଖ୍ଯ ସନୋଧକ୍ଷ୍ଯ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ଯ ସହିତ ୟିରୁଶାଲମ ରେ ହିଜକିଯ ରାଜା ନିକଟକୁ ପଠାଇଲେ। ତହୁଁ ସମାନେେ ଲଖୀସରୁ ୟାତ୍ରା କରି ୟିରୁଶାଲମକୁ ଆସିଲେ। ସମାନେେ ସଠାେରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।
ନଗରର ଦ୍ବାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହବେ। ମହମ ସଦୃଶ ତୁମ୍ଭର ସାହସ ତରଳି ୟିବ। ଉତ୍ତର ଦିଗକୁ ଚାହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ଯ ଆସୁଛନ୍ତି। ସମାନଙ୍କେ ମଧିଅରେ ସମସ୍ତ ସୈନ୍ଯ ଶକ୍ତିଶାଳୀ।
ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ
କାରଣ ଏହି ୟିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିୟାନ ଆରମ୍ଭ କରିଛି। ତାହା ମାରେ ନାମକୁ ଧାରଣ କରିଛି। ତୁମ୍ଭମାନେେ କହିବାର ଆମ୍ଭମାନେେ ଦଣ୍ଡିତ ହବେୁ ନାହିଁ। ମାତ୍ର ତୁମ୍ଭମାନେେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପ ରେ ଖଡ୍ଗ ଚଳାଇବା। ଏହା ସଦାପ୍ରଭୁ କହନ୍ତି।
ଆଉ ମଧ୍ଯ ଅସ୍ଦୋଦର ସିଂହାସନ ରେ ବସିଥିବା ଲୋକଟିକୁ ଧ୍ବଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ଯ ବିନାଶ କରିବା। ଇକ୍ରୋଣ୍ର ଲୋକମାନଙ୍କୁ ମଧ୍ଯ ଆମ୍ଭେ ଦଣ୍ତ ଦବୋ। ତା'ପ ରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସମାନେେ ମଧ୍ଯ ମୃତ୍ଯୁବରଣ କରିବେ। ସଦାପ୍ରଭୁ ପରମେଶ୍ବର ଏହିସବୁ କହିଥିଲେ।