ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
Cross references
ଯେତବେେଳେ ଶାମକ୍ସ୍ଟଯଲେ ଫରେିୟିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭଗୋର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।
ସହେି ସମୟରେ ସଦାପ୍ରଭୁ ଅମାେସଙ୍କ ପୁତ୍ର ଯିଶାଇୟଙ୍କ ଦ୍ବାରା ଏହି କଥା କହିଲେ, ୟାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।' ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ଯପାଦ ହାଇେ ଭ୍ରମଣ କଲେ।
ତା'ପ ରେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ତିନିବର୍ଷ ଧରି ବିବସ୍ତ୍ର ଓ ଶୂନ୍ଯପାଦ ହାଇେ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ବରୂପ ଅଟେ।
କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।
ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।
ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।
ଆଉ ସମାନେେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ୟ୍ଯନ୍ତ କବଳେ ଆମ୍ଭର କୋରଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂ ରଇେ ଦବୋ।
ହେ ମନୁଷ୍ଯ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ମ ଖଡ୍ଗ ରେ ନିଜର ମସ୍ତକ ଓ ଦାଢ଼ି ଖିଅର ହବେ। ତହୁଁ ନିକିତି ରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗ ରେ ବିଭକ୍ତ କର। ତା'ପ ରେ ଏହାର ଏକ ତୃତୀଯାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲାପ ରେ, ସହେି ବାଳକୁ ସହେି ନଗର ନକସାର ମଝି ରେ ଦଗ୍ଧ କରିବ।
ଆଉ ଏକ ତୃତୀଯାଂଶ ଖଡ୍ଗ ରେ କାଟ ଓ ନଗର ଚତୁର୍ଦ୍ଦିଗ ରେ ଭିଣି ଦିଅ। ଆଉ ଏକ ତୃତୀଯାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସମାନଙ୍କେୁ ଦୂର ଦେଶ ପର୍ୟ୍ଯନ୍ତ ଅନୁସରଣ କରିବା ଓ ଖଣ୍ଡା ରେ ସମାନଙ୍କେୁ ହତ୍ଯା କରିବା।
ତା'ପ ରେ ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, ଏହା ୟିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧିଅରେ ସ୍ଥାପନ କରିଅଛୁ ଓ ତା'ର ଚତୁର୍ଦ୍ଦିଗ ରେ ଅନ୍ଯାନ୍ଯ ଦେଶଗୁଡ଼ିକ ଅଛି।
ତେଣୁ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତବେେଳେ ସମାନେେ ତୁମ୍ଭ ୟିବାର ଦେଖିପାରିବେ। ଯେତବେେଳେ ସମାନେେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହା ହେଲେ ସମାନେେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।
ସମାନଙ୍କେୁ କୁହ, 'ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭମାନଙ୍କୁ ନିର୍ବାସିତ କରାୟାଇ ବନ୍ଦୀରୂପେ ପଠାୟିବ।