Home Bibles ☰ Books ଯିରିମିୟ 40:5 · ଓଡ଼ିଆ ବାଇବେଲ
ଯିରିମିୟ 40:5 · ଓଡ଼ିଆ ବାଇବେଲ

ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ନିକଟକୁ ଫରେିୟାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେ କୌଣସି ସ୍ଥାନକୁ ୟିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ୟାଅ।

Cross references

ଦିତୀୟ ରାଜାବଳୀ 8:7

ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।

ଦିତୀୟ ରାଜାବଳୀ 22:12

ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।

ଦିତୀୟ ରାଜାବଳୀ 22:14

ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

ଦିତୀୟ ରାଜାବଳୀ 25:22

ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।

ଦିତୀୟ ବଂଶାବଳୀ 34:20

ଏହାପରେ ରାଜା ହିଲ୍କିଯ, ଶାଫନ୍ଙ୍କର ପୁତ୍ର ଅହୀକାମ୍, ମୀଖାଯଙ୍କର ପୁତ୍ର ଅବ୍ଦୋନ, ସଚିବ ଶାଫନ୍ ଓ ଭୃତ୍ଯ ଆସାଯଙ୍କୁ ଏକ ଆଦେଶ ଦେଲେ। ରାଜା କହିଲେ,

ଏଜ୍ରା 7:6

ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

ଏଜ୍ରା 7:27

ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।

ନିହିମିୟା 1:11

ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ନିହିମିୟା 2:4

ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

ଆୟୁବ ପୁସ୍ତକ 22:29

ପରମେଶ୍ବର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାୟ୍ଯ କରନ୍ତି।

ହିତୋପଦେଶ 16:7

ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।

ହିତୋପଦେଶ 21:1

କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

ଯିରିମିୟ 15:11

ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣ ରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।

ଯିରିମିୟ 26:24

ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

Interlinear

Choose Theme