Home Bibles ☰ Books ନିହିମିୟା 2:4 · ଓଡ଼ିଆ ବାଇବେଲ
ନିହିମିୟା 2:4 · ଓଡ଼ିଆ ବାଇବେଲ

ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

Cross references

ଦିତୀୟ ଶାମୁୟେଲ 15:31

ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।

ପ୍ରଥମ ରାଜାବଳୀ 3:5

ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।

ନିହିମିୟା 1:4

ଯେତବେେଳେ ମୁଁ ସମାନଙ୍କେଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହଲିେ। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସ ରେ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।

ନିହିମିୟା 1:5

ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:

ନିହିମିୟା 1:11

ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ଏଷ୍ଟର ବିବରଣ 5:3

ରାଜା ତାଙ୍କୁ ପଚାରିଲେ, ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା ରେ? ତୁମ୍ଭର କଣ ପ୍ରାର୍ଥନା ଅଛି? ମାରେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆୟିବା।

ଏଷ୍ଟର ବିବରଣ 5:6

ଏଥି ରେ ରାଜା ଭୋଜି ରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, ତୁମ୍ଭର କ'ଣ ନିବଦନେ ଅଛି? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ପ୍ରାର୍ଥନା କ'ଣ ? ମାେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ଦିଆୟିବ।

ଏଷ୍ଟର ବିବରଣ 7:2

ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।

ଗୀତସଂହିତା 136:26

ସ୍ବର୍ଗର ପରମେଶ୍ବରଙ୍କ ପ୍ରଶଂସା କର !ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ହିତୋପଦେଶ 3:6

ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।

ମାର୍କଲିଖିତ ସୁସମାଚାର 10:51

ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ? ଅନ୍ଧଟି ଉତ୍ତର ଦଲୋ, ଗୁରୁ, ମୁଁ ଦେଖିବାକୁ ଚାହୁଁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:19

ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ?

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:6

କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

Interlinear

Choose Theme