Home Bibles ଯିରିମିୟ 40:6 · ଓଡ଼ିଆ ବାଇବେଲ
ଯିରିମିୟ 40:6 · ଓଡ଼ିଆ ବାଇବେଲ

ତେଣୁ ଯିରିମିୟ ମିସ୍ତ୍ରା ରେ ଅହୀକାମର ପୁତ୍ର ଗଦଲିଯ ନିକଟକୁ ୟାଇ ଅବଶିଷ୍ଟ ଲୋକମାନଙ୍କ ମଧିଅରେ ଯିହୁଦା ରେ ତାଙ୍କ ସଙ୍ଗେ ବାସ କଲେ।

Cross references

ଯିହୋଶୂୟ 15:38

ଦିଲିଯନ୍, ମିସ୍ପୀ, ୟକ୍ତଲେ,

ଯିହୋଶୂୟ 18:26

ମିସ୍ପୀ, କଫୀରା, ମାେତ୍ସା,

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 21:1

ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।

ପ୍ରଥମ ଶାମୁୟେଲ 7:5

ଶାମକ୍ସ୍ଟଯଲେ କହିଲେ, ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।

ଯିରିମିୟ 39:14

ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।

Interlinear

Choose Theme