Home Bibles ଯିରିମିୟ 39:14 · ଓଡ଼ିଆ ବାଇବେଲ
ଯିରିମିୟ 39:14 · ଓଡ଼ିଆ ବାଇବେଲ

ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।

Cross references

ଦିତୀୟ ରାଜାବଳୀ 22:12

ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।

ଦିତୀୟ ରାଜାବଳୀ 25:22

ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।

ଗୀତସଂହିତା 105:19

ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।

ଯିରିମିୟ 26:22

ମାତ୍ର ରାଜା ଯିହାୟୋଦାରକୀମ୍ ଅକବୋରର ପୁତ୍ର ଇଲନାଥନକୁ ଓ ତାଙ୍କ ସହିତ ଅନ୍ୟ କେତକେ ଲୋକଙ୍କୁ ମିଶରକୁ ପଠାଇଲା।

ଯିରିମିୟ 26:24

ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

ଯିରିମିୟ 37:21

ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 38:13

ସହେି ଲୋକମାନେ ରଜ୍ଜୁ ସାହାୟ୍ଯ ରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 38:28

ତେଣୁ ୟିରୁଶାଲମ ଅଧିକୃତ ହବୋ ପର୍ୟ୍ଯନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 39:15

ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 40:1

ୟିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସମାନଙ୍କେ ମଧ୍ଯରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ରାମା ନଗର ରେ ୟାଇ ମୁକ୍ତ କରେ। ଏହାପ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିଟ ରେ ଉପସ୍ଥିତ ହେଲା।

ଯିରିମିୟ 40:7

ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।

Interlinear

Choose Theme