ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।
Cross references
ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚ଼ିତ୍। ତୁମ୍ଭର ଇଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ୟିବ ତବେେ ମୁଁ ଦକ୍ଷିଣକୁ ୟିବି। ତୁମ୍ଭେ ଯଦି ଦକ୍ଷିଣକୁ ୟିବ ତବେେ ମୁଁ ଉତ୍ତରକୁ ୟିବି।
ଏବଂ ଅବିମଲକେ କହିଲେ, ତୁମ୍ଭ ଚତୁପାଶର୍ବକୁ ଚାହଁ ଏହା ମାରେଭୂମି, ତୁମ୍ଭେ ଯେଉଁଠା ରେ ଚାହଁ ସଠାେରେ ରହିପାର।
ତା'ପରେ ତୁମ୍ଭେ ଆମ୍ଭକୁ କହିଲେ, ' ତବେେ ସହେି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଚା ହେଁ।'
ପୁଣି ରାଜା ହାମନକୁ କହିଲା, ସହେି ରୂପା ଓ ସହେି ଦେଶୀଯ ଲୋକ ତୁମ୍ଭକୁ ଦିଆଗଲା। ସମାନଙ୍କେ ପ୍ରତି ଯାହା ତୁମ୍ଭର ଇଛା, ତାହା କର।
ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।
ତୁମ୍ଭେ ଯିରିମିୟଙ୍କୁ ଦକେ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।