Home Bibles ଏଜ୍ରା 7:6 · ଓଡ଼ିଆ ବାଇବେଲ
ଏଜ୍ରା 7:6 · ଓଡ଼ିଆ ବାଇବେଲ

ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

Cross references

ଆଦି ପୁସ୍ତକ 32:28

ଏହାପରେ ସହେି ମନୁଷ୍ଯଟି କହିଲା, ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।

ଦିତୀୟ ବିବରଣ 4:5

ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।

ଦିତୀୟ ବିବରଣ 28:1

ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।

ଏଜ୍ରା 5:5

ମାତ୍ର ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ସମାନଙ୍କେ ପରମେଶ୍ବରଙ୍କ ଦୃଷ୍ଟି ଥିବାରୁ ଦାରିଯାବସ ନିକଟରେ ଏହି କଥା ଉପସ୍ଥିତ ନ ହବୋ ପର୍ୟ୍ଯନ୍ତ ଓ ପତ୍ରଦ୍ବାରା ସହେି ବିଷଯ ରେ ଉତ୍ତର ନଆସିବା ପର୍ୟ୍ଯନ୍ତ ଶତୃମାନେ ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ ନାହିଁ।

ଏଜ୍ରା 6:22

ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।

ଏଜ୍ରା 7:9

କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ୟାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ବରଙ୍କ ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

ଏଜ୍ରା 7:11

ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦଇେଥିଲେ। ଇଶ୍ରାୟେଲ ସମ୍ବନ୍ଧ ରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସହେି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦଇେଥିଲେ।

ଏଜ୍ରା 7:21

ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।

ଏଜ୍ରା 7:28

ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତ ରେ ମାେ ପ୍ରତି ଅଧିକ ଦୟା ପ୍ରକାଶ କରି ଅଛନ୍ତି। ମୁଁ ଶକ୍ତିଶାଳୀ ହଲିେ କାରଣ ସଦାପ୍ରଭୁ ପରମେଶ୍ବରଙ୍କର ହସ୍ତ ମାେ ଉପରେ ଥିଲା। ଏହି ପ୍ରକା ରେ ମୁଁ ଇଶ୍ରାୟେଲର ଲୋକମାନଙ୍କର ମୁଖ୍ଯମାନଙ୍କୁ ମାେ ସହିତ ୟିବା ପାଇଁ ଏକତ୍ରୀତ କଲି।

ଏଜ୍ରା 8:1

ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।

ଏଜ୍ରା 8:18

ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର,

ଏଜ୍ରା 8:22

କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।

ଏଜ୍ରା 8:31

ଏହାପରେ ଆମ୍ଭମାନେେ ୟିରୁଶାଲମକୁ ୟାତ୍ରାକରିବା ନିମନ୍ତେ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧିଅରେ ଶତୃ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ।

ନିହିମିୟା 1:10

ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ବାରା ମୁକ୍ତ କରିଅଛ।

ନିହିମିୟା 2:8

ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।

ନିହିମିୟା 2:12

ଏହାପରେ ରାତ୍ର ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ବର ୟିରୁଶାଲମ ପାଇଁ ଯାହା କରିବାକୁ ମାେତେ ପ୍ ରରଣୋ ଦଇେଥିଲେ କରିବାକୁ, ତାହା ମୁଁ କାହାରିଠା ରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡା ରେ ଚଢିଥିଲି ସହେି ଘୋଡାକୁ ଛାଡି ଦେଲେ ମାେ ନିକଟରେ ଆଉ ଘୋଡା ନ ଥିଲା।

ନିହିମିୟା 2:18

ମୁଁ ମଧ୍ଯ ସହେି ଲୋକମାନଙ୍କୁ ଜଣାଇ ଦଲେି ଯେ, ପରମେଶ୍ବର ମାେ ଉପରେ ଦୟା କରିଛନ୍ତି ଏବଂ ଯାହା ମାେତେ ରାଜା କହିଥିଲେ, ମୁଁ ସମାନଙ୍କେୁ କହିଲି। ତା'ପରେ ସହେି ଲୋକମାନେ ଉତ୍ତର ଦେଲେ, ତବେେ ଗ୍ଭଲ, ବର୍ତ୍ତମାନ ଆମ୍ଭମାନେେ କାର୍ୟ୍ଯ ଆରମ୍ଭ କରିବା। ତେଣୁ ସମାନେେ ନିଜକୁ ଏହି ଉତ୍ତମ କାମ ରେ ନିଯୋଜନ କଲେ।

ନିହିମିୟା 4:15

ଏହାପରେ ଆମ୍ଭମାନଙ୍କ ଶତୃଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ୟାଇଅଛି ଓ ପରମେଶ୍ବର ତାହା ବିଫଳ କରିଅଛନ୍ତି। ଏହା ସମାନେେ ଶୁଣିବାରୁ ଆମ୍ଭମାନେେ ପ୍ରେତ୍ୟକକ ପ୍ରାଚୀର ରେ ନିଜ ନିଜ କାର୍ୟ୍ଯକୁ ଫରେିଗଲୁ।

ନିହିମିୟା 8:1

ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

ନିହିମିୟା 8:4

ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍‌ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍‌ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।

ନିହିମିୟା 8:9

ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।

ନିହିମିୟା 8:13

ଏହାପରେ ଦ୍ବିତୀୟ ଦିନ, ସମଗ୍ର ଲୋକଙ୍କର ପରିବାରର ପ୍ରଧାନବର୍ଗ, ଯାଜକମାନେ ଓ ଲବେୀୟମାନେ ବ୍ଯବସ୍ଥାର ବାକ୍ଯ ବିବଚେନା କରିବା ନିମନ୍ତେ ଏଜ୍ରା ଲିପିକାର ନିକଟରେ ଏକତ୍ରୀତ ହେଲେ।

ନିହିମିୟା 9:13

ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।

ନିହିମିୟା 12:26

ଏମାନେ ସମସ୍ତେ ୟୋଷାଦକର ପୁତ୍ର ଯଶୂେଯର ପୁତ୍ର ୟୋଯାକୀମ ସମୟରେ, ଆଉ ରାଜ୍ଯପାଳ ନିହିମିଯା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।

ନିହିମିୟା 12:36

ତାହାର ଭାତୃଗଣ ଶମଯିଯ ଓ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ବରଙ୍କ ସବେକ ଦାଉଦଙ୍କର ନିରୂପିତ ନାନା ବାଦ୍ଯୟନ୍ତ୍ର ନଇେ ଗମନ କଲେ। ଲିପିକାର ଏଜ୍ରା ସମାନଙ୍କେ ଆଗେ ଆଗେ ଚାଲିଲେ।

ଗୀତସଂହିତା 45:1

ସୁନ୍ଦର ଭାବନାସବୁ ମାରେ ମନକୁ ଭରିଦିଏ, ୟବେେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କ ହେ। ଏହି ଶବ୍ଦଗୁଡ଼ିକ ମାେ ଜିହ୍ବାରେ ପ୍ରବାହିତ ହାଇେଥାଏ। ନିପୂଣ ଲେଖକର କଲମରୁ ଆସିଲା ପରି।

ଗୀତସଂହିତା 80:18

ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।

ଗୀତସଂହିତା 109:27

ଏହାପରେ ସହେି ଲୋକମାନେ ଜାଣିବେ, ୟେ ତୁମ୍ଭେ ମାେତେ ସାହାୟ୍ଯ କଲ। ଏହାପରେ ସମାନେେ ଜାଣିବେ ୟେ ଏହାଥିଲା ତୁମ୍ଭର ଶକ୍ତି ୟାହାକି ମାେତେ ସାହାୟ୍ଯ କଲା।

ଗୀତସଂହିତା 147:19

ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !

ହିତୋପଦେଶ 3:6

ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।

ଯିଶାଇୟ 50:2

ଆମ୍ଭେ ଆସିଲା ବେଳେ କାହିଁକି କହେି ଉପସ୍ଥିତ ନ ଥିଲ ? ଆମ୍ଭେ ଡ଼ାକିଲା ବେଳେ କହେି ଉତ୍ତର ଦବୋକୁ କାହିଁକି ନ ଥିଲ ? ଆମ୍ଭର ହସ୍ତ କ'ଣ େଛାଟ ଯେ ତାହା ମୁକ୍ତ କରିପାରିବ ନାହିଁ ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ'ଣ ପରାକ୍ରମ ନାହିଁ ? ଦେଖ, ଆମ୍ଭର ଆଦେଶ ରେ ସମୁଦ୍ର ଶୁଖିୟାଇପା ରେ ଓ ନଦନଦୀକୁ ପ୍ରାନ୍ତର କରିଦଇେ ପାରୁ। ସେଥି ରେ ଥିବା ମତ୍ସ୍ଯ ଜଳ ଅଭାବରୁ ତୃଷାର୍ତ୍ତ ହାଇେ ମରିଯିବେ ଓ ଦୁର୍ଗନ୍ଧ ହବେ।

ଯିଶାଇୟ 59:1

ମୁଁ ଏଠା ରେ ଦେଖୁଛି, ଦେଖ ! ସଦାପ୍ରଭୁଙ୍କର ହସ୍ତ ଏତେ େଛାଟ ହାଇୟୋଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହାଇେ ନାହିଁ।

ଯିରିମିୟ 8:8

ତୁମ୍ଭମାନେେ କହୁଛ ଯେ, 'ଆମ୍ଭମାନେେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ଯବସ୍ଥା ଆମ୍ଭମାନଙ୍କଠା ରେ ଅଛି।' ମାତ୍ର ଏହା ସତ୍ଯ ନୁହେଁ। କାରଣ ଅଧ୍ଯାପକଗଣଙ୍କ ମିଥ୍ଯା ଲେଖନୀ ମିଥ୍ଯା ଲେଖିଅଛି।

ମାଥିଉଲିଖିତ ସୁସମାଚାର 13:52

ତା'ପରେ ଯୀଶୁ କହିଲେ, ସ୍ବର୍ଗରାଜ୍ଯ ବିଷୟ ରେ ଜାଣିଥିବା ପ୍ରେତ୍ୟକକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି। ଯେ କି ଭଣ୍ଡାର ରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:20

ଜ୍ଞାନୀ ଲୋକ କେଉଁଠା ରେ ଅଛନ୍ତି ? ବିଦ୍ବାନ ଲୋକ କେଉଁଠା ରେ ଅଛନ୍ତି ? ବର୍ତ୍ତମାନ ୟୁଗର ଦାର୍ଶନିକ କେଉଁଠା ରେ ଅଛନ୍ତି? ପରମେଶ୍ବର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:1

ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:1

ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।

Interlinear

Choose Theme