ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।
Cross references
ଏହାପରେ ଦାଉଦ ଏକତ୍ରୀତ ହାଇେଥିବା ସମସ୍ତ ଲୋକଙ୍କ ସାକ୍ଷାତ ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କଲେ। ଦାଉଦ କହିଲେ :
ଯେତବେେଳେ ହିଜକିଯ ଓ ନେତାମାନେ ଆସିଲେ, ସମାନେେ ସହେି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସମାନେେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇଶ୍ରାୟେଲର ଲୋକମାନଙ୍କର ପ୍ରଶଂସା କଲେ।
ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।
ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।
ଏହାପରେ ରାତ୍ର ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ବର ୟିରୁଶାଲମ ପାଇଁ ଯାହା କରିବାକୁ ମାେତେ ପ୍ ରରଣୋ ଦଇେଥିଲେ କରିବାକୁ, ତାହା ମୁଁ କାହାରିଠା ରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡା ରେ ଚଢିଥିଲି ସହେି ଘୋଡାକୁ ଛାଡି ଦେଲେ ମାେ ନିକଟରେ ଆଉ ଘୋଡା ନ ଥିଲା।
ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।
କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।
ଲିବା ନୋନର ଗୌରବ ତୁମ୍ଭ ନିକଟକୁ ଆସିବ। ଦବଦୋରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହାଇେ ଆମ୍ଭର ପବିତ୍ର ସ୍ଥାନକୁ ସୁଶାେଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବନ୍ବିତ କରିବା।
ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।
ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି ଯେ ତିତସଙ୍କ ମନ ରେ ମାେ ଭଳି ତୁମ୍ଭମାନଙ୍କ ପ୍ରତି ପ୍ ରମେ ଭାବ ରହିଛି।
ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତିତ ହାଇେଥିବାରୁ ମୁଁ ପ୍ରଭୁଙ୍କଠା ରେ ଆନନ୍ଦିତ। ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦଖାଇବୋ ପାଇଁ ସୁଯୋଗ ପାଇ ନ ଥିଲ।
ଏହି ନୂତନ ନିୟମଟି ମୁଁ ଇଶ୍ରାୟେଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ ରେ କରିବି ପ୍ରଭୁ କୁହନ୍ତି : ମୁଁ ସମାନଙ୍କେ ମନ ରେ ଆପଣା ବ୍ଯବସ୍ଥା ଦବେି ସମାନଙ୍କେ ହୃଦୟ ରେ ସହେିସବୁ ଲେଖିବି। ମୁଁ ସମାନଙ୍କେ ପରମେଶ୍ବର ହବେି, ଓ ସମାନେେ ମାରେ ଲୋକ ହବେେ।
ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି। ୟିରିମିୟ 31:33
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।
ସମାନେେ ତାହାଙ୍କର ଶାସନ କ୍ଷମତା ସହେି ପଶୁକୁ ଦବୋ ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ବର ସମାନଙ୍କେ ମନ ରେ ଏକ ଇଚ୍ଛା ଦବେେ। ଏହାଦ୍ବାରା ପରମେଶ୍ବର କହିଥିବା ବାକ୍ଯ ସଫଳ ହବୋ ପର୍ୟ୍ଯନ୍ତ ସମାନେେ ଶାସନ କରିବେ।