Home Bibles ☰ Books ଦିତୀୟ ରାଜାବଳୀ 22:12 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 22:12 · ଓଡ଼ିଆ ବାଇବେଲ

ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।

Cross references

ଦିତୀୟ ରାଜାବଳୀ 19:2

ପୁଣି ରାଜଗୃହାଧ୍ଯକ୍ଷ ଇଲିଯାକୀମକୁ, ଲେଖକ ଶିବନ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡାଇ ଆମାେସର ପୁତ୍ର ଭବିଷ୍ଯଦବକ୍ତା ଯିଶାଇୟ ନିକଟକୁ ପଠାଇଲେ।

ଦିତୀୟ ରାଜାବଳୀ 22:9

ଏହାପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଯଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦଲୋ, ଆପଣଙ୍କ ସବେକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ବାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।

ଦିତୀୟ ରାଜାବଳୀ 25:22

ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।

ଦିତୀୟ ବଂଶାବଳୀ 34:19

ରାଜା ଯୋଶିୟଯ ଯେତବେେଳେ ବ୍ଯବସ୍ଥା ନିଯମର ବାକ୍ଯଗୁଡ଼ିକ ପଢ଼ାୟିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ।

ଯିଶାଇୟ 37:1

ରାଜା ହିଜକିଯ ସେ ସମସ୍ତ ଶୁଣିଲା ପ ରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହାଇେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ଯିରିମିୟ 26:22

ମାତ୍ର ରାଜା ଯିହାୟୋଦାରକୀମ୍ ଅକବୋରର ପୁତ୍ର ଇଲନାଥନକୁ ଓ ତାଙ୍କ ସହିତ ଅନ୍ୟ କେତକେ ଲୋକଙ୍କୁ ମିଶରକୁ ପଠାଇଲା।

ଯିରିମିୟ 26:24

ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

Interlinear

Choose Theme