Home Bibles ଯିହିଜିକଲ 28:5 · ଓଡ଼ିଆ ବାଇବେଲ
ଯିହିଜିକଲ 28:5 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ମହାଜ୍ଞାନ ଦ୍ବାରା ଓ ବାଣିଜ୍ଯ ଦ୍ବାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାେଶ ତୁମ୍ଭର ଚିତ୍ତ ଗର୍ବିତ ହାଇେଅଛି।

Cross references

ଦିତୀୟ ବିବରଣ 6:11

ଉତ୍ତମ ସାମଗ୍ରି ରେ ପରିପୂର୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ କରିନାହିଁ, କୂଅସବୁ ଯାହା ତୁମ୍ଭେ ଖାେଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ଯାହାକକ୍ସ୍ଟ ତୁମ୍ଭମାନେେ ରୋପଣ କଲ ନାହିଁ, ସଗେକ୍ସ୍ଟଡିକ ତୁମ୍ଭମାନେେ ଭୋଗକରି ତୃଲ୍ଗ ହବେ।

ଦିତୀୟ ବିବରଣ 8:13

ତୁମ୍ଭମାନଙ୍କ ଗୋବତ୍ସ, ମଷେ, ଛଳେିଙ୍କର ସଂଖ୍ଯା ବିର୍ଦ୍ଧିଷ୍ତୁ ହବେ। ତୁମ୍ଭେ ପ୍ରଚକ୍ସ୍ଟର ପରିମାଣର ସକ୍ସ୍ଟନା ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ।

ଦିତୀୟ ବିବରଣ 8:17

ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'

ଦିତୀୟ ରାଜାବଳୀ 14:10

ଏହା ସତ୍ଯ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜଯ କରିଛ। ସହେି ଗୌରବ ନଇେ ସନ୍ତୁଷ୍ଟ ହାଇେ ରୁହ। ଆଉ ନିଜ ଉପରେ କ୍ଲେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦାର ସହିତ ପତନ ହବେ।

ଦିତୀୟ ବଂଶାବଳୀ 25:19

ତୁମ୍ଭେ ନିଜକୁ କହିଲା, 'ମୁଁ ଇଦୋମକୁ ପରାଜିତ କରିଦଲେି !' ତୁମ୍ଭେ ଗର୍ବୀ ଓ ଅତ୍ଯନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହ ରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ଯ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମାେ ସହିତ ୟୁଦ୍ଧ କରିବ, ତବେେ ତୁମ୍ଭେ ଓ ଯିହୁଦା ନଷ୍ଟ ହବେ।

ଦିତୀୟ ବଂଶାବଳୀ 32:23

ସଦାପ୍ରଭୁଙ୍କ ପାଇଁ ଉପହାର ନଇେ ବହୁତ ଲୋକ ୟିରୁଶାଲମକୁ ଆସିଲେ। ସମାନେେ ଯିହୁଦାର ରାଜା ହିଜକିଯଙ୍କ ପାଇଁ ମୂଲ୍ଯବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିଯଙ୍କୁ ସମ୍ମାନ କଲେ।

ଆୟୁବ ପୁସ୍ତକ 31:24

ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'

ଗୀତସଂହିତା 52:7

ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।

ଗୀତସଂହିତା 62:10

ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।

ଗୀତସଂହିତା 62:11

ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : ପରମେଶ୍ବର ବଳବାନ୍ ଅଟନ୍ତି।

ହିତୋପଦେଶ 11:28

ଆପଣା ଧନ ରେ ଯେ ନିର୍ଭର ରେଖ, ସେ ସତଜେ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତଜେ ପତ୍ରପରି ପ୍ରଫୁଲ୍ଲ ହବେ।

ହିତୋପଦେଶ 26:12

ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।

ହିତୋପଦେଶ 30:9

ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।

ଯିଶାଇୟ 5:21

ସସମାଲନ ମଧ୍ଯ ନିଜକୁ ଭାବନ୍ତିସଯସସମାଲନ ଅତି କର୍ମଠ ଓ ବୁଦ୍ଧିମାନ।

ଯିଶାଇୟ 10:8

ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।

ଯିଶାଇୟ 23:3

ସହେି ଲୋକମାନେ ଶସ୍ଯ ଖାଜେି ସମୁଦ୍ର ଆକ୍ରମଣ କଲେ। ସୋରର ସହେି ବଣିକଗଣ ନୀଳନଦୀର ଶସ୍ଯ କିଣିଲେ ଓ ଅନ୍ୟ ଦେଶ ରେ ବିକ୍ରଯ କଲେ।

ଯିଶାଇୟ 23:8

ସୋର ନଗର ବହୁ ପ୍ରାଚୀନ ବ୍ଯକ୍ତି ଜନ୍ମ ଦଇେଛି। ସେଠିକାର ବଣିକଗଣ ରାଜ ତୁଲ୍ଯ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସମାନେେ ସବୁ ସ୍ଥାନ ରେ ସମ୍ମାନ ଲାଭ କରନ୍ତି। ସମାନେେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷ ରେ କିଏ ମନ୍ତ୍ରଣା କରିଅଛି ?

ଯିହିଜିକଲ 16:49

ପରମେଶ୍ବର କହନ୍ତି, ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।

ଯିହିଜିକଲ 27:12

ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 28:17

ତୁମ୍ଭର ସୌନ୍ଦର୍ୟ୍ଯ ହତେୁ ତୁମ୍ଭେ ଅହଙ୍କାରୀ ହାଇେଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ବାରା ଭ୍ରଷ୍ଟ ହାଇେଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦଲେି ଯେପରି ରାଜା ତୁମ୍ଭର ଧ୍ବଂସ ଦେଖିଲେ।

ଦାନିଏଲ 4:30

ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଦାନିଏଲ 4:37

ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।

ଦାନିଏଲ 11:12

ଉତ୍ତରର ରାଜା ହାରିବା ପ ରେ ତାଙ୍କର ସୈନ୍ଯମାନଙ୍କୁ ବନ୍ଦୀକରି ନିଆୟିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହାଇେ ହଜାର ହଜାର ସୈନ୍ଯଙ୍କୁ ବଧ କରିବ। ତଥାପି ସେ ନିଯନ୍ତ୍ରଣ ରେ ରହିବ ନାହିଁ।

ହୋଶେୟ 12:7

ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।

ହୋଶେୟ 13:6

ସହେି ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦଲେୁ। ସମାନେେ ସହେି ଖାଦ୍ୟ ଖାଇଲେ। ସମାନେେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସମାନେେ ଗର୍ବୀ ହାଇଗେଲେ ଏବଂ ମାେତେ ଭୁଲିଗଲେ।

ଯିଖରିୟ 9:3

ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।

ଲୂକଲିଖିତ ସୁସମାଚାର 12:16

ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।

ରୋମୀୟଙ୍କ ପ୍ରତି ପତ୍ର 12:16

ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:17

ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।

ଯାକୁବଙ୍କ ପତ୍ 4:13

ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :

Interlinear

Choose Theme