ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।
Cross references
ତକ୍ସ୍ଟମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକକ୍ସ୍ଟ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗକ୍ସ୍ଟଡିକ ସହିତ ଏହା ତୁମ୍ଭମାନଙ୍କୁ ଦବେେ, ଯେଉଁଗକ୍ସ୍ଟଡିକ ତୁମ୍ଭମାନେେ ନିର୍ମାଣ କରିନାହିଁ ଏବଂ ଯେଉଁଗକ୍ସ୍ଟଡିକ ବୃହତ ଓ ସକ୍ସ୍ଟନ୍ଦର ଅଟେ।
ଏହାପରେ ତୁମ୍ଭମାନେେ ଉତ୍ତମ ଖାଦ୍ୟ ଖାଇବାକକ୍ସ୍ଟ ପାଇବ ଓ ସକ୍ସ୍ଟନ୍ଦର ଗୃହମାନ ନିର୍ମାଣ କରିବ ସେଥି ରେ ବାସ କରିବାକୁ।
କାହିଁକି ? କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସମାନଙ୍କେୁ ପରିତ୍ଯାଗ କରିଛି। ସେ ସମାନଙ୍କେ ସମ୍ପତ୍ତିକୁ ନଇୟୋଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।
ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।
ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।
ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'
ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ଯକ୍ତିମାନଙ୍କ କଥା ଶୁଣନ୍ତି। ତଣେୁ ସେ ମାେ କଥା ମଧ୍ଯ ଶୁଣନ୍ତି, ମୁଁ ଯେତବେେଳେ ତାଙ୍କୁ ପ୍ରାର୍ଥନା କରେ।
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।
ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।
ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'
ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତା ରେ ବିଶ୍ବାସ କରି ତହିଁ ଉପ ରେ ନିର୍ଭର କରୁଛ।
ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ। ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନଇେ ତାଙ୍କ ତରାଜୁ ରେ ରଖନ୍ତି, ତବେେ ସେ ସବୁ ନିକିତି ରେ ଧୂଳିକଣା ତୁଲ୍ଯ ହବେ। ସେ ଦ୍ବୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ଯ ତୁଲ୍ଯ ଉଠାନ୍ତି।
ସମସ୍ତ ଗୋଷ୍ଠୀ ପରମେଶ୍ବରଙ୍କ ତୁଳନା ରେ ଅତି ନଗଣ୍ଯ ତୁଚ୍ଛ। ସମାନେେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ଯ ଗଣ୍ଯ ଅଟନ୍ତି।
ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପ ରେ ନିର୍ଭର କରି ନିଜକୁ ନିରାପଦ ମଣୁଛ ; ତୁମ୍ଭେ ଭାବୁଛ, କହେି ତୁମ୍ଭକୁ ଦେଖୁ ନାହିଁ ; ତୁମ୍ଭର ଜ୍ଞାନ ଓ ବିଦ୍ଯା ତୁମ୍ଭକୁ ବିପଥଗାମୀ କରିଅଛି ; ତୁମ୍ଭେ ନିଜକୁ ମହାନ୍ ବୋଲି ଭାବୁଛ, ଆମ୍ଭ ଛଡ଼ା କହେି ନାହିଁ ବୋଲି କହୁଅଛ।'
କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।
କାରଣ ଆମ୍ଭେ ସଦାପ୍ରଭୁ ନ୍ଯାଯ ବିଚାରକୁ ଭଲ ପାଉଁ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ଯ ରେ ସମାନଙ୍କେୁ ପ୍ରତିଫଳ ଦବୋ ଓ ସମାନଙ୍କେ ସହିତ ଅନନ୍ତକାଳସ୍ଥାଯୀ ଏକ ଚୁକ୍ତି କରିବା।
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।
ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।
ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?
ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।
ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।
ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।