Home Bibles ହୋଶେୟ 13:6 · ଓଡ଼ିଆ ବାଇବେଲ
ହୋଶେୟ 13:6 · ଓଡ଼ିଆ ବାଇବେଲ

ସହେି ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦଲେୁ। ସମାନେେ ସହେି ଖାଦ୍ୟ ଖାଇଲେ। ସମାନେେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସମାନେେ ଗର୍ବୀ ହାଇଗେଲେ ଏବଂ ମାେତେ ଭୁଲିଗଲେ।

Cross references

ଦିତୀୟ ବିବରଣ 6:10

ତକ୍ସ୍ଟମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକକ୍ସ୍ଟ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗକ୍ସ୍ଟଡିକ ସହିତ ଏହା ତୁମ୍ଭମାନଙ୍କୁ ଦବେେ, ଯେଉଁଗକ୍ସ୍ଟଡିକ ତୁମ୍ଭମାନେେ ନିର୍ମାଣ କରିନାହିଁ ଏବଂ ଯେଉଁଗକ୍ସ୍ଟଡିକ ବୃହତ ଓ ସକ୍ସ୍ଟନ୍ଦର ଅଟେ।

ଦିତୀୟ ବିବରଣ 8:12

ଏହାପରେ ତୁମ୍ଭମାନେେ ଉତ୍ତମ ଖାଦ୍ୟ ଖାଇବାକକ୍ସ୍ଟ ପାଇବ ଓ ସକ୍ସ୍ଟନ୍ଦର ଗୃହମାନ ନିର୍ମାଣ କରିବ ସେଥି ରେ ବାସ କରିବାକୁ।

ଦିତୀୟ ବିବରଣ 32:13

ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ୟାକକ୍ସ୍ଟବଙ୍କକ୍ସ୍ଟ ବାହନ ଆହାରଣେ କରାଇଲେ। ୟାକକ୍ସ୍ଟବ କ୍ଷେତ୍ରରକ୍ସ୍ଟ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରକ୍ସ୍ଟ ମଧକ୍ସ୍ଟ ଝରାଇ ଦେଲେ ଏବଂ କଠିନ ଶୀଳାରକ୍ସ୍ଟ ୟାକକ୍ସ୍ଟବ୍ଙ୍କକ୍ସ୍ଟ ତୈଳ ଦେଲେ।

ଦିତୀୟ ବିବରଣ 32:18

ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।

ନିହିମିୟା 9:25

ତହିଁରେ ସମାନେେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ଦେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ ଗୃହ, ଖାଦେିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ତୁମ୍ଭର ମହା ମଙ୍ଗଳ ଦାନ ରେ ଆନନ୍ଦ କଲେ।

ନିହିମିୟା 9:35

ହତେୁ ସମାନେେ ଆପଣାମାନଙ୍କ ରାଜ୍ଯ ରେ ସମାନଙ୍କେୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳ ରେ ଓ ସମାନଙ୍କେ ସମ୍ମୁଖ ରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶ ରେ ତୁମ୍ଭର ସବୋ କରି ନାହାଁନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫରେି ନାହାଁନ୍ତି।

ଗୀତସଂହିତା 10:4

ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ବରଙ୍କୁ ଅନୁସରଣ କରନ୍ତି ନାହିଁ। ସମାନେେ ସମାନଙ୍କେର ମନ୍ଦ ଯୋଜନାରେ ବ୍ଯସ୍ତ ରହନ୍ତି। ସମାନେେ ଭାବନ୍ତି ୟେ ପରମେଶ୍ବର ଜାଣନ୍ତି ନାହିଁ।

ହିତୋପଦେଶ 30:9

ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।

ଯିଶାଇୟ 17:10

ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

ଯିରିମିୟ 2:31

ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'

ଯିହିଜିକଲ 23:35

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ତୁମ୍ଭେ ଆମ୍ଭକୁ ପାଶୋରି ଦଇେଛ ଓ ମାେତେ ତୁମ୍ଭ ପଛ ରେ ପକାଇ ଛାଡ଼ି ଚାଲିୟାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ଯ ଚିନ୍ତାଗୁଡ଼ିକ ଓ ବ୍ଯଭିଚାରିତାର ପାଇଁ ଦଣ୍ଡ ସହିବ।'

ହୋଶେୟ 2:13

ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା। ସଦାପ୍ରଭୁ ଏହା କହିଲେ।

ହୋଶେୟ 5:14

କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।

ହୋଶେୟ 8:4

ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।

ହୋଶେୟ 8:14

ଇଶ୍ରାୟେଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସହେି ସୁଦୃଢ ଦୁର୍ଗକୁ ପୋଡି଼ ଧ୍ବଂସ କରିବା।

ହୋଶେୟ 10:1

ଇଶ୍ରାୟେଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ। କିନ୍ତୁ ଯେତବେେଳେ ଇଶ୍ରାୟେଲ ଅଧିକ ଜିନିଷ ଲାଭକଲେ ସେତବେେଳେ ସେ ଭଣ୍ତ ଦବେତାଙ୍କ ପୂଜା ପାଇଁ ଅଧିକ ୟଜ୍ଞବଦେୀ ନିର୍ମାଣ କଲେ। ତାଙ୍କର ରାଜ୍ଯ ଅଧିକ ଭଲ ହେଲା। ତେଣୁ ସେ ଭଣ୍ତ ଦବେତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।

Interlinear

Choose Theme