Home Bibles ☰ Books ଦିତୀୟ ବିବରଣ 6:11 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 6:11 · ଓଡ଼ିଆ ବାଇବେଲ

ଉତ୍ତମ ସାମଗ୍ରି ରେ ପରିପୂର୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ କରିନାହିଁ, କୂଅସବୁ ଯାହା ତୁମ୍ଭେ ଖାେଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ଯାହାକକ୍ସ୍ଟ ତୁମ୍ଭମାନେେ ରୋପଣ କଲ ନାହିଁ, ସଗେକ୍ସ୍ଟଡିକ ତୁମ୍ଭମାନେେ ଭୋଗକରି ତୃଲ୍ଗ ହବେ।

Cross references

ଦିତୀୟ ବିବରଣ 7:12

ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯସକଳ ଶାସନ ଶକ୍ସ୍ଟଣି, ମାନି ଓ ପାଳନ କର, ତବେେ ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିଯମ ଓ ଦୟା ବିଷଯ ରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ।

ଦିତୀୟ ବିବରଣ 8:10

ଆଉ ତୁମ୍ଭମାନେେ ସଠାେରେ ଖାଦ୍ୟ ରେ ତୃଲ୍ଗ ହବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦଇେ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ଯବାଦ କରିବ।

ଦିତୀୟ ବିବରଣ 8:11

ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।

ଦିତୀୟ ବିବରଣ 8:14

ଯେତବେେଳେ ଏପରି ହବେ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭକ୍ସ୍ଟଲ ନାହିଁ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶରରକ୍ସ୍ଟ ତୁମ୍ଭମାନଙ୍କୁ ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରିଛନ୍ତି ଓ ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି।

ଦିତୀୟ ବିବରଣ 8:18

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସ୍ମରଣ କର। ଏହା କଥା ମନରେଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦଇେଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।

ଦିତୀୟ ବିବରଣ 11:15

ମୁ ତକ୍ସ୍ଟମ୍ଭ ପଶକ୍ସ୍ଟଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ର ରେ ତୃଣ ଦବେି। ତୁମ୍ଭମାନଙ୍କର ଭୋଜନ କରିବାକୁ ୟଥେଷ୍ଟ ହବେ ଏବଂ ତୃଲ୍ଗ ହବେ।'

ଦିତୀୟ ବିବରଣ 32:15

କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।

ଯିହୋଶୂୟ 24:13

ମୁ ସଦାପ୍ରଭୁ ସହେି ଦେଶକକ୍ସ୍ଟ ତୁମ୍ଭକୁ ଦଲେି। ତୁମ୍ଭମାନେେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହିଁ। ମୁ ତୁମ୍ଭକୁ ଯେଉଁ ସହର ଦଲେି ତାକକ୍ସ୍ଟ ତୁମ୍ଭେ ତିଆରି କରି ନ ଥିଲ। ଆମ୍ଭେ ଏଗୁଡିକୁ ତୁମ୍ଭକୁ ଦଲେକ୍ସ୍ଟ। ଏବଂ ତୁମ୍ଭମାନେେ ସହେି ଦେଶ ଓ ସହର ରେ ବାସ କରୁଛ। ସଗେକ୍ସ୍ଟଡିକ ଆମ୍ଭେ ଦଇେଅଛୁ। ତୁମ୍ଭମାନେେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ରୋପଣ କରିନଥିଲ ତାହା ତକ୍ସ୍ଟମ୍ଭମାନେ ଭୋଗ କରୁଅଛ।

ବିଚାରକର୍ତାମାନଙ୍କ ବିବରଣ 3:7

ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲିର ଲୋକମାନେ ସବୁ ପ୍ରକାର କର୍ମ ରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷକ୍ସ୍ଟ ରେ ପାପ ଥିଲା। ଏବଂ ବାଲ୍ ଦେଶର ଦବେତାଗଣଙ୍କର ପୂଜା କଲେ ଏବଂ ଆଶରୋ ଏବଂ ସଦାପ୍ରଭୁଙ୍କ ବିଷଯସବୁ ପାଶୋରି ଗଲେ।

ନିହିମିୟା 9:25

ତହିଁରେ ସମାନେେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ଦେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ ଗୃହ, ଖାଦେିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ତୁମ୍ଭର ମହା ମଙ୍ଗଳ ଦାନ ରେ ଆନନ୍ଦ କଲେ।

ହିତୋପଦେଶ 30:8

ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।

ଯିରିମିୟ 2:31

ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'

ଯିହିଜିକଲ 16:10

ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।

ମାଥିଉଲିଖିତ ସୁସମାଚାର 19:23

ତାପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଜଣେ ଧନୀଲୋକ ନିମନ୍ତେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ଅତ୍ଯନ୍ତ କଷ୍ଟକର ବିଷୟ।

Interlinear

Choose Theme