ତୁମ୍ଭେ ଆପଣା ଜ୍ଞାନଦ୍ବାରା ଓ ଆପଣା ବୁଦ୍ଧିଦ୍ବାରା ଧନ ପ୍ରାପ୍ତ ହାଇେଅଛ ଓ ଆପଣା ଭଣ୍ଡାର ରେ ସୁନା ଓ ରୂପା ସଞ୍ଚଯ କରିଅଛ।
Cross references
ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'
ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତ ରେ ଏହା ଉଚ୍ଚ ପ୍ରାଚୀର ସ୍ବରୂପ, ଯେ କହେି ହେଲେ ଚଢ଼ିପାରିବେ ନାହିଁ।
ଧନୀ ହବୋକୁ ନିଜକୁ କ୍ଲାନ୍ତ କର ନାହିଁ। କେତବେେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ।
ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।
ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,
ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।
ତା'ର ଜାଲ ତାକୁ ଧନୀଲୋକ ପରି ଚଳିବା ରେ ସାହାୟ୍ଯ କରେ ଏବଂ ଉତ୍ତମ ଖାଦ୍ୟ ଯୋଗଏ। ତେଣୁ ଶତୃ ତା'ର ଜାଲକୁ ପୂଜା କରେ। ସେ ତା'ର ଜାଲକୁ ସମ୍ମାନ ଦବୋକୁ ବଳିଦାନ ଓ ଧୂପ ଦିଏ।
ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।