Home Bibles ଯିହିଜିକଲ 28:17 · ଓଡ଼ିଆ ବାଇବେଲ
ଯିହିଜିକଲ 28:17 · ଓଡ଼ିଆ ବାଇବେଲ

ତୁମ୍ଭର ସୌନ୍ଦର୍ୟ୍ଯ ହତେୁ ତୁମ୍ଭେ ଅହଙ୍କାରୀ ହାଇେଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ବାରା ଭ୍ରଷ୍ଟ ହାଇେଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦଲେି ଯେପରି ରାଜା ତୁମ୍ଭର ଧ୍ବଂସ ଦେଖିଲେ।

Cross references

ଆୟୁବ ପୁସ୍ତକ 40:11

ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।

ଗୀତସଂହିତା 73:18

ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।

ଗୀତସଂହିତା 147:6

ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।

ହିତୋପଦେଶ 11:2

ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ଯିଶାଇୟ 14:9

ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।

ଯିଶାଇୟ 19:11

ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'

ଯିଶାଇୟ 25:12

ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳି ରେ ମିଶାଇ ଦବେେ।

ଯିଶାଇୟ 26:5

ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଉର୍ଦ୍ଧ୍ବସ୍ଥିତ ସହେି ଲୋକମାନଙ୍କୁ ଦଣ୍ଡ ଦବେେ। ସମାନଙ୍କେୁ ଭୂମିସାତ୍ କରି ଧୂଳି ରେ ମିଶାଇ ଦବେେ।

ଯିରିମିୟ 8:9

ସହେି 'ଜ୍ଞାନୀ ଲୋକମାନେ' ଲଜ୍ଜିତ ହବେେ, ସମାନେେ ଦ୍ବନ୍ଦ ରେ ପଡ଼ିବେ ଓ ଫାନ୍ଦ ରେ ପଡ଼ିବା ପରି ଅନୁଭବ କରିବେ। ଦେଖ, ସମାନେେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ଯାଖାନ କଲେ। ସମାନଙ୍କେୁ କିପରି 'ଜ୍ଞାନୀ' ବୋଲି ବିବଚେନା କରାୟିବ ?

ଯିହିଜିକଲ 16:14

ମୁଁ ତୁମ୍ଭକୁ ଏପରି ସୌନ୍ଦର୍ୟ୍ଯ ରେ ମାରେ ଐଶ୍ବର୍ୟ୍ଯ ଦ୍ବାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ୟ୍ଯର ସୁଖ୍ଯାତି ନାନା ଦେଶ ରେ ବ୍ଯାପିଗଲା।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 16:41

ସମାନେେ ତୁମ୍ଭର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ। ବହୁତ ସ୍ତ୍ରୀ ଲୋକମାନଙ୍କ ସମ୍ମୁଖ ରେ ସମାନେେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ଯଭିଚାରୀତାର ମୁଁ ପୂର୍ଣ୍ଣଛଦେ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ ରମେିକମାନଙ୍କୁ ଆଉ ଭଡ଼ା ଦବେ ନାହିଁ।

ଯିହିଜିକଲ 23:48

ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ବାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 28:5

ତୁମ୍ଭେ ଆପଣା ମହାଜ୍ଞାନ ଦ୍ବାରା ଓ ବାଣିଜ୍ଯ ଦ୍ବାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାେଶ ତୁମ୍ଭର ଚିତ୍ତ ଗର୍ବିତ ହାଇେଅଛି।

ଯିହିଜିକଲ 28:7

ମୁଁ ତୁମ୍ଭମାନଙ୍କ ବିପକ୍ଷ ରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦଯ ଲୋକମାନଙ୍କୁ ଆଣିବି। ତେଣୁ ସମାନେେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷ ରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦଇେଥିଲା, ଏବଂ ତୁମ୍ଭର ଶାେଭା ବିଧ୍ବସ୍ତ ହବେ।

ଯିହିଜିକଲ 31:10

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ସହେି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡ଼ାଳସବୁର ଶିଖର ଦେଶ ଉଚ୍ଚତା ରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା।

ଯିହିଜିକଲ 32:10

ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।

ଦାନିଏଲ 11:12

ଉତ୍ତରର ରାଜା ହାରିବା ପ ରେ ତାଙ୍କର ସୈନ୍ଯମାନଙ୍କୁ ବନ୍ଦୀକରି ନିଆୟିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହାଇେ ହଜାର ହଜାର ସୈନ୍ଯଙ୍କୁ ବଧ କରିବ। ତଥାପି ସେ ନିଯନ୍ତ୍ରଣ ରେ ରହିବ ନାହିଁ।

ଲୂକଲିଖିତ ସୁସମାଚାର 14:11

ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ରୋମୀୟଙ୍କ ପ୍ରତି ପତ୍ର 1:22

ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତ ରେ ସମାନେେ ମୂର୍ଖ ହାଇଗେଲେ।

ଯାକୁବଙ୍କ ପତ୍ 4:6

କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335

Interlinear

Choose Theme